www.samajalive.in
Friday, December 5, 2025
17.1 C
Bhubaneswar

ସ୍ୱାସ୍ଥ୍ୟ ପାଇଁ ଉପକାରୀ ଲାଉଖିରୀ

ଜଳଖିଆ ହେଉ ଅଥବା ସନ୍ଧ୍ୟା ବେଳର ଖାଇବା ହେଉ ଖାଦ୍ୟପଦାର୍ଥ ମଧ୍ୟରେ ମିଠାର ଦ୍ରବ୍ୟ ଖାଦ୍ୟ ଖାଇବାର ସୁଆଦକୁ ଦୁଇ ଗୁଣିତ କରିଦେଇଥାଏ। ମାତ୍ର ନିଜର ବଦଳୁଥିବା ଜୀବନଶୈଳୀରେ ଅଧିକ ମିଠା ଜାତୀୟ ଦ୍ରବ୍ୟର ସେବନ କରିବା ପାଇଁ ବାରଣ କରାଯାଇଥାଏ। କାରଣ ଅଧିକ ମିଠାଯୁକ୍ତ ଖାଦ୍ୟ ଖାଇବା ଦ୍ୱାରା ବିଭିନ୍ନ ପ୍ରକାରର ରୋଗ ହେବାର ଅଧିକ ସମ୍ଭାବନା ରହିଥାଏ। ତେବେ କେଉଁ ପ୍ରକାରର ମିଠାଦ୍ରବ୍ୟ ଖାଇବା ଦ୍ୱାରା ଆମ ସ୍ୱାସ୍ଥ୍ୟ ପାଇଁ ହିତକାରକ ସେ ବିଷୟରେ ଜାଣନ୍ତୁ…….
ଲାଉ ଖିରୀ –
ଲାଉ ଖିରୀ ସ୍ୱାସ୍ଥ୍ୟ ପାଇଁ ଖୁବ ଆବଶ୍ୟକ ଓ ଉପକାରୀ ମଧ୍ୟ।
ଏହା ଶରୀରକୁ ଶୀତଳ ରଖିଥାଏ।
ପେଟ ଜନିତ ବହୁ ସମସ୍ୟା ଦୂର କରିଥାଏ।
ଚାଉଳ ଖିରୀକୁ ଯେଭଳି ପ୍ରସ୍ତୁତ କରାଯାଏ, ଲାଉକୁ କୋରି ଏହାକୁ ପ୍ରସ୍ତୁତ କରାଯାଏ। ଚିନି ବଦଳରେ ମହୁର ବ୍ୟବହାର କରନ୍ତୁ। ପ୍ରସ୍ତୁତ ପରେ ଆପଣ ଏଥିରେ କାଜୁ, ପିସ୍ତା ସଜାଇ ମଧ୍ୟ ଖାଇପାରିବେ।
ମାଲପୁଆ –
ମାଲପୁଆକୁ ଅଧିକାଂଶ ମଇଦାରେ ପ୍ରସ୍ତୁତ କରାଗଲେ ମଧ୍ୟ ଏହାକୁ ଅଟାରେ ପ୍ରସ୍ତୁତ କରି ଓ ଚିନି ସିରା ବଦଳରେ ଗୁଡ଼ର ସିରା ବ୍ୟବହାର କରି ଖାଇବା ଦ୍ୱାରା ଏହା ସ୍ୱାସ୍ଥ୍ୟ ପାଇଁ ହିତକାରକ ହୋଇଥାଏ। ଏହାକୁ ପ୍ରସ୍ତୁତ କରିବା ସମୟରେ ଏଥିରେ କିଛି ଗୁଜୁରାତି ଗୁଣ୍ଡ, ନଡ଼ିଆ ଆଦି ମିଶାଇବା ଦ୍ୱାରା ଏହା ଖୁବ ସ୍ୱାଦିଷ୍ଟ ଲାଗିଥାଏ।
ଅଟା ଓ ଗୁଡ଼ରେ ପ୍ରସ୍ତୁତ କରିବା କାରଣରୁ ଏହା ପେଟ ଜନିତ ସମସ୍ୟା ସୃଷ୍ଟି କରିନଥାଏ।
ମୋଟାପଣ ବୃଦ୍ଧି କରିନଥାଏ।
ଶରୀରକୁ ବହୁ ପ୍ରକାରର ଭିଟାମିନ ଯୋଗାଇଥାଏ।
ଅଧିକ ଭୋକ ଅନୁଭବ ହୋଇନଥାଏ।

Hot this week

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

Related Articles

Popular Categories