www.samajalive.in
Thursday, December 11, 2025
16.1 C
Bhubaneswar

‘କରୋନା ଏକ୍ସପ୍ରେସ’ : ପ୍ରବାସୀ ଶ୍ରମିକଙ୍କ ଆଡ଼କୁ ଦୋଷ ଠେଲିଦେଲେ ଦିଦି

କୋଲକାତା : ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ବୁଧବାର କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ଅଭିଯୋଗକୁ ଖଣ୍ଡନ କରିଛନ୍ତି। ଶ୍ରମିକ ସ୍ପେଶାଲ ଟ୍ରେନକୁ ‘କରୋନା ଏକ୍ସପ୍ରେସ’ର ନାଁ ସେ ଦେଇନାହାନ୍ତି ବୋଲି ସ୍ପଷ୍ଟ ଭାବେ କହିଛନ୍ତି। ଏଭଳି ନାମକରଣ ପ୍ରବାସୀ ଶ୍ରମିକମାନେ କରିଥିବା ମମତା କହିଛନ୍ତି।

ସୂଚନା ଯୋଗ୍ୟ, ଗତକାଲି ବିଜେପି ପକ୍ଷରୁ କରାଯାଉଥିବା ଡିଜିଟାଲ୍ ରାଲିରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ପଶ୍ଚିମବଙ୍ଗକୁ ସମ୍ବୋଧିତ କରି କହିଥିଲେ ଯେ,  ମମତା ବାନାର୍ଜୀ ଶ୍ରମିକ ସ୍ପେଶାଲ ଟ୍ରେନର ନାମ ‘କରୋନା ଏକ୍ସପ୍ରେସ’ ଦେଇଛନ୍ତି। ଏଭଳି କରି ସେ ଶ୍ରମିକ ସ୍ପେଶାଲ ଟ୍ରେନ୍ ମାଧ୍ୟମରେ ରାଜ୍ୟକୁ ଫେରୁଥିବା ପ୍ରବାସୀ ଶ୍ରମିକଙ୍କୁ ଅପମାନିତ କରିଛନ୍ତି ବୋଲି ଶାହା କହିଥିଲେ।
ତେଣୁ ପଶ୍ଚିମବଙ୍ଗର ପ୍ରବାସୀ ଶ୍ରମିକମାନେ ୨୦୨୧ରେ ହେବାକୁଥିବା ବିଧାନସଭା ନିର୍ବାଚନରେ ​​ମମତା ବାନାର୍ଜୀଙ୍କ ରାଜନୈତିକ ଦଳ(ଟିଏମସି)କୁ ପରାସ୍ତ କରିବେ ବୋଲି ଶାହା କହିଥିଲେ।

Hot this week

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

ମାଲ୍ୟବନ୍ତ ମହୋତ୍ସବ ସ୍ଥଗିତ

ମାଲକାନଗିରି - ମାଲକାନଗିରି ଜିଲାରେ ଡିସେମ୍ବର ୪ ତାରିଖରେ ଏକ ମୁଣ୍ଡବିହୀନ...

ବନ୍ଧୁକ ବେପାର ବେଳେ ଦୁଇ ବେପାରୀଙ୍କୁ ମାଡି ବସିଲା ଏସ୍‌ଟିଏଫ୍‌

ଭୁବନେଶ୍ୱର - ନୂଆବର୍ଷ ପୂର୍ବରୁ ଦୁଇ ବନ୍ଧୁକ ବେପାରୀଙ୍କୁ ଗିରଫ କରିଛି...

ଦରମା ଓ ଭତ୍ତା ବୃଦ୍ଧିକୁ ବିରୋଧ କଲେ : ବିଧାୟକ ଲକ୍ଷ୍ମଣ ମୁଣ୍ତା

ଭୁବନେଶ୍ୱର - ଗତ ମଙ୍ଗଳବାର ବିଧାନସଭା ଗୃହରେ ପାରିତ ହୋଇଥିବା ବିଧାୟକ...

Related Articles

Popular Categories