www.samajalive.in
Sunday, December 7, 2025
26.1 C
Bhubaneswar

ଖୋର୍ଦ୍ଧା ସବ୍‌ଜେଲ୍‌ରୁ ବିପୁଳ ପରିମାଣର ମାଦକ ଦ୍ରବ୍ୟ ଜବତ

ଭୁବନେଶ୍ବର : ଖୋର୍ଦ୍ଧା ସବ୍‌ଜେଲ୍‌ରେ ବିପୁଳ ପରିମାଣର ମାଦକଦ୍ରବ୍ୟ କାରବାର ସାଙ୍ଗକୁ ଧଳା ଜହର କାରବାରର ପର୍ଦାଫାଶ ହୋଇଛି। ଖୋର୍ଦ୍ଧା ସବ୍‌ଜେଲ୍‌ରେ ଖୁଲମ୍‌ଖୁଲା ମାଦକଦ୍ରବ୍ୟ କାରବାର ହେଉଥିବା ଅଭିଯୋଗ ଆସିଥିଲା। ଖବର ପାଇଁ ଖୋର୍ଦ୍ଧା ସବ୍‌ଜେଲ୍‌ରେ ଚଢ଼ାଉ କରି ପୁଲିସ ବିପୁଳ ପରିମାଣ ମାଦକ ଦ୍ରବ୍ୟ ଜବତ କରିଛି । ପୁଲିସ ଓ ମାଜିଷ୍ଟ୍ରେଟ୍‌ଙ୍କ ଚଢ଼ାଉ ପରେ ବିପୁଳ ପରିମାଣର ମାଦକଦ୍ରବ୍ୟ ଜବତ ହୋଇଛି। ଚଢ଼ାଉ ପରେ ଅଧିକ ତଦନ୍ତ ହେବ ବୋଲି ଖୋର୍ଦ୍ଧା ଏସ୍‌ଡିପିଓ ପ୍ରକାଶ କରିଛନ୍ତି। ଚଢ଼ାଉ ସମୟରେ ଜେଲ୍‌ ପରିସରରେ ଏକ ପ୍ଲାଟୁନ୍‌ ମୁତୟନ କରାଯାଇଥିଲା। ଏଠାରେ ସୂଚନା ଯୋଗ୍ୟ ଯେ ଜେଲ୍‌ ପରିସରରେ ଗୁଟ୍‌ଖା, ସିଗାରେଟ୍‌ ସହ ବିପୁଳ ପରିମାଣର ମାଦକ ଦ୍ରବ ବ୍ୟବହାର ହେଉଥିଲା। କଏଦୀମାନେ ଆ​‌େ​‌ଣ୍ଡ୍ର​‌ଏଡ୍‌ ମୋବାଇଲ୍‌ ଫୋନ୍‌ ମଧ୍ୟ ଖୁଲମ୍‌ଖୁଲା ବ୍ୟବହାର କରୁଥିଲେ ଏବଂ ବ୍ରାଉନ୍‌ସୁଗାର ମଧ୍ୟ କାରବାର ହେଉଥିବା ଅଭିଯୋଗ ଆସିଛି।​‌
ପୁଲିସ ପକ୍ଷରୁ କୁହାଯାଇଛି ଯେ ଆସନ୍ତାକାଲି ପୁନଃ ଚଢ଼ଉ ଓ ଯାଞ୍ଚ କରାଯିବ। ଯେଉଁମାନେ ଏଥିରେ ସମ୍ପୃକ୍ତ ଅଛନ୍ତି ସେମାନଙ୍କ ବିରୋଧ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପୁଲିସ ପ୍ରଶାସନ ସୂଚନା ଦେଇଛି।

Hot this week

ଭୁବନେଶ୍ଵରରେ ଦୁଇ ଦଳର ଖେଳାଳି: ରାତିରେ ଆସିବେ ଗିଲ, ସୂର୍ଯ୍ୟକୁମାର

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚ ପାଇଁ ଉଭୟ ଭାରତ ଏବମଂ...

ବାରବାଟୀ ମ୍ୟାଚ ଦେଖିବେ ମୁଖ୍ୟମନ୍ତ୍ରୀ, କାଲିଠୁ ନେଟ୍‌ ପ୍ରାକ୍ଟିସ

ସମାଜଲାଇଭ ଡେସ୍କ: ଆସନ୍ତା ୯ ତାରିଖରେ କଟକ ବାରବାଟୀ ଷ୍ଟାଡିଅମରେ ଭାରତ...

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

Related Articles

Popular Categories