www.samajalive.in
Sunday, December 14, 2025
19.1 C
Bhubaneswar

ଖରାଦିନେ ନିଶ୍ଚୟ କେଶରେ ଲଗାନ୍ତୁ ମେହେନ୍ଦୀ ; ମିଳିବ ଅନେକ ଲାଭ

ଖରାଦିନେ ଅତ୍ୟଧିକ ଗରମ ଅନୁଭବ ହୋଇଥାଏ। ଏହି ଗରମ ଦାଉରୁ ରକ୍ଷା ପାଇବା ପାଇଁ ସଭିଏଁ ବିଭିନ୍ନ ଉପାୟ ଆପଣେଇ ଥାଆନ୍ତି। ଗରମର ପ୍ରଭାବରୁ ମୁକ୍ତି ପାଇବାକୁ ମେହେନ୍ଦୀ ବେଶ ଲାଭଦାୟକ ହୋଇଥାଏ। ଜାଣନ୍ତୁ କିଭଳି ଏହାକୁ ବ୍ୟବହାର କରିବେ…….
୧- କେଶରେ ମେହେନ୍ଦୀ ଲଗାଇବା ଦ୍ୱାରା ଖରାର ପ୍ରଭାବରୁ ସୃଷ୍ଟି ହେଉଥିବା ବିଭିନ୍ନ ସମସ୍ୟା ଦୂର ହୋଇଥାଏ। ରୂପି, କେଶରେ ମୂଳ କୁଣ୍ଡାଇ ହେବା ସମସ୍ୟା, କେଶ ଝଡ଼ିବା ଭଳି ସମସ୍ୟାରୁ ମୁକ୍ତି ଦେଇଥାଏ। ଏହା କେଶକୁ ଆବଶ୍ୟକ ପରିମାଣରେ ପୋଷକ ତତ୍ୱ ଯୋଗାଇଥାଏ। କେଶର ଚମକ ବୃଦ୍ଧି କରିଥାଏ।
୨- ଜାଣନ୍ତୁ କିଭଳି ଏହାକୁ ପ୍ରସ୍ତୁତ କରିବେ………..
– ରାତିରେ ଦହି ଓ ମେହେନ୍ଦୀକୁ ବତୁରାଇ ରଖନ୍ତୁ। ସକାଳେ ଏହାକୁ ଲଗାଇ କେଶରେ ଲଗାଇ ୪୦ ମିନିଟରୁ ଅଧିକ ସମୟ ରଖି ଧୋଇ ଦିଅନ୍ତୁ।
– ଦହି ବ୍ୟତୀତ ମେହେନ୍ଦୀରେ ଚା’ପତି ପାଣି, ଲେମ୍ବୁ ରସ, ଅଁଳା ଗୁଣ୍ଡ, ମଧ୍ୟ ପକାଇ ପାରିବେ।

Hot this week

ସିଡ୍‌ନୀ ଗୁଳିକାଣ୍ଡ: ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି

ସିଡନୀ: ସିଡନୀର ବଣ୍ଡି ବିଚ୍‌ ଗୁଳିକାଣ୍ଡରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି...

ସାଂସଦ ଅପରାଜିତ ଷଡ଼ଙ୍ଗୀଙ୍କ ଝିଅ ବିବାହ ଭୋଜି ଅନୁଷ୍ଠିତ

ଭୁବନେଶ୍ୱର: ସାସଂଦ ଅପରାଜିତା ଷଡଙ୍ଗୀଙ୍କ ଝିଅଙ୍କ ବିବାହ ଭୋଜି ରବିବାର ଭୁବନେଶ୍ଵର...

ଟସ୍‌ ଜିତି ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଧର୍ମଶାଳାରେ ହେଉଥିବା ୩ୟ ଟି-୨୦ ମ୍ୟାଚରେ ଭାରତ ଟସ...

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

କାର ଧକ୍କାରେ ବାଇକ୍ ଆରୋହୀ ମୃତ

ରେଙ୍ଗାଲିକ୍ୟାମ୍ପ: ଅତାବିରାସ୍ଥିତ ଏକ ପେଟ୍ରୋଲ ପମ୍ପ ସମ୍ମୁଖରେ ସଡ଼କ ଦୁର୍ଘଟଣାରେ ଜଣେ...

Related Articles

Popular Categories