www.samajalive.in
Tuesday, December 9, 2025
15.1 C
Bhubaneswar

ପ୍ରଭୁ ହନୁମାନଙ୍କ କୃପା ପ୍ରାପ୍ତି ପାଇଁ କିଛି ସରଳ ଉପାୟ

ପ୍ରଭୁ ହନୁମାନ ଖୁବ ଶୀଘ୍ର ସରଳ ପୂଜାର୍ଚ୍ଚନାରେ ପ୍ରସନ୍ନ ହୋଇଥାଆନ୍ତି ବୋଲି କୁହାଯାଏ। ଶନିବାର ଓ ମଙ୍ଗଳବାର ପ୍ରଭୁଙ୍କ ପୂଜା କଲେ ବିଶେଷ କୃପା ମିଳିଥାଏ ବୋଲି ମାନ୍ୟତା ରହିଛି। ଶାସ୍ତ୍ରରେ ପ୍ରଭୁଙ୍କୁ ପୂଜା କରିବାର କିଛି ସରଳ ଉପାୟ ବିଷୟରେ ବର୍ଣ୍ଣନା କରାଯାଇଛି। ଜାଣନ୍ତୁ…….
୧- ଲାଲ ଓ ହଳଦିଆ ରଙ୍ଗରର ଫୁଲ ପ୍ରଭୁଙ୍କର ଖୁବ ପ୍ରିୟ। ତେଣୁ ପ୍ରଭୁଙ୍କୁ ଏହି ରଙ୍ଗର ଫୁଲ ଅର୍ପଣ କରନ୍ତୁ।
୨- ପ୍ରଭୁଙ୍କ ମନ୍ଦିରରେ ଲାଲ ରଙ୍ଗର ନୂତନ ପତାକା ଅର୍ପଣ କରନ୍ତୁ।
୩- ପ୍ରତିଦିନ ହନୁମାନ ଚାଳିଶା ପାଠ କରନ୍ତୁ।
୪- ପ୍ରଭୁଙ୍କ ପୂଜାରେ ସିନ୍ଦୂରର ପ୍ରୟୋଗ କରନ୍ତୁ।
୫- ପ୍ରଭୁ ଶ୍ରୀରାମଙ୍କ ନାମର ଜପ କରିବା ଦ୍ୱାରା ପ୍ରଭୁ ଖୁବ ପ୍ରସନ୍ନ ହୋଇଥାଆନ୍ତି।
୬- ପ୍ରତି ଶନିବାର ଓ ମଙ୍ଗଳବାର ପ୍ରଭୁଙ୍କ ମନ୍ଦିରକୁ ଯାଇ ଦର୍ଶନ କରିବା ସହ ବୁନ୍ଦି ଲଡ଼ୁ ଭୋଗ କରିବା ଦ୍ୱାରା ସମସ୍ତ ମନସ୍କାମନା ପୂର୍ଣ୍ଣ ହୋଇଥାଏ।
୭- ଶନିବାର ଓ ମଙ୍ଗଳବାର କେଶ, ନଖ କାଟନ୍ତୁ ନାହିଁ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories