www.samajalive.in
Monday, December 8, 2025
27.1 C
Bhubaneswar

ସୁରକ୍ଷା ବାହିନୀଙ୍କ ଗୁଳିରେ ହିଜବୁଲର ଟପ୍ କମାଣ୍ଡର ରିୟାଜ ନାଇକୁ ନିହତ

ନୂଆଦିଲ୍ଲୀ : କାଶ୍ମୀର ଉପତ୍ୟକାରେ ବୁଧବାର ହୋଇଥିବା ଏକ ଏନକାଉଣ୍ଟରରେ ସୁରକ୍ଷା ବାହିନୀକୁ ବଡ଼ ସଫଳତା ମିଳିଛି। ସୁରକ୍ଷାବାହିନୀଙ୍କ ଗୁଳିରେ ହିଜବୁଲ ମୁଜାହିଦ୍ଦିନର ବରିଷ୍ଠ କମାଣ୍ଡର ରିୟାଜ ନାଇକୁ ନିହତ ହୋଇଛି।

ବୁରହାନ ବାନିକୁ ହତ୍ୟା କରାଯିବା ପରେ ରିୟାଜ ନାଇକୁ କାଶ୍କୀର ଉପତ୍ୟକାରେ ହିଜବୁଲର କମାଣ୍ଡ ଭାର ଗ୍ରହଣ କରିଥିଲା। ସେନା ତାଲିକାରେ ରିୟାଜ ନାଇକୁ ଜଣେ A ++ ବର୍ଗର ଆତଙ୍କବାଦୀ ଥିଲା ଏବଂ ତା’ ମୁଣ୍ଡରେ ୧୨ ଲକ୍ଷ ଟଙ୍କାର ପୁରସ୍କାର ଥିଲା। ନାଇକୁ ଏକ ସମୟରେ ଗଣିତ ଶିକ୍ଷକ ଥିଲେ, ତା’ପରେ ସେ ଆତଙ୍କବାଦୀ ହୋଇଥିଲା। ୩୫ ବର୍ଷୀୟ ରିୟାଜ ଅହମ୍ମଦ ନାଇକୁ ଖୁବ୍ କମ୍ ସମୟ ମଧ୍ୟରେ ହିଜବୁଲର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ହୋଇଥିଲା।

Hot this week

ଦାବି ପୂରଣର ପ୍ରତିଶ୍ରୁତି ପରେ ଧାରଣା ପ୍ରତ୍ୟାହୃତ

ରାଉରକେଲା: ଦାବି ପୂରଣର ପ୍ରତିଶ୍ରୁତି ପରେ ଧାରଣା ପ୍ରତ୍ୟାହୃତ ହୋଇଛି। ସୁନ୍ଦରଗଡ...

ବିଗ୍ ବସ୍ ୧୯ର ବିଜେତା ହେଲେ ଗୌରବ ଖାନ୍ନା

ସମାଜ ଡିଜିଟାଲ ଡେସ୍କ: ଗୌରବ ଖାନ୍ନା ରିଆଲିଟି ଶୋ ବିଗ୍ ବସ୍...

ହୋଟେଲ ବୁକିଂ ନାଁରେ ଠକେଇ: ସାବଧାନ, ଠକମାନେ ଏମିତି ଫଶାଉଛନ୍ତି

ସମାଜ ଡିଜିଟାଲ ଡେସ୍କ: ନିକଟରେ, ପ୍ରୟାଗରାଜର କ୍ୟାଣ୍ଟ ପୁଲିସ ଷ୍ଟେସନ ଅଞ୍ଚଳରେ...

ପଲିଥିନ୍‌ କାରଖାନାରେ ନିଆଁ

କଟକ: ଆଜି କଟକ ଜଗତପୁରରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଗୁଜରପୁରଠାରେ ଥିବା...

ସଂସଦରେ ‘ବନ୍ଦେ ମାତରମ୍‌ ବିତର୍କ’: କଂଗ୍ରେସକୁ ଟାର୍ଗେଟ

ନୂଆଦିଲ୍ଳୀ: ସୋମବାର ସଂସଦର ଶୀତକାଳୀନ ଅଧିବେଶନରେ ‘ବନ୍ଦେ ମାତରମ୍‌’ ଉପରେ ବିତର୍କ...

Related Articles

Popular Categories