www.samajalive.in
Saturday, December 6, 2025
17.1 C
Bhubaneswar

କଣ୍ଟେନମେଣ୍ଟ ଜୋନରେ ପୁଲିସ ଉପରକୁ ପଥର ମାଡ଼, ରାଉରକେଲାରେ ଉତ୍ତେଜନା

ରାଉରକେଲା : ରାଉରକେଲାସ୍ଥିତ ନାଲାରୋଡ଼ କଣ୍ଟେନମେଣ୍ଟ ଅଞ୍ଚଳର ମହତାବ ରୋଡ଼ରେ ସୋମବାର ଉତ୍ତେଜନା ଦେଖାଦେଇଛି।  ଦୁର୍ବୃତ୍ତମାନେ ପୁଲିସକୁ ପଥର ମାଡ କରିବାସହ ବ୍ୟାରିକେଡ ଭାଙ୍ଗିଦେଇଥିବା ଅଭିଯୋଗ ହୋଇଛି। ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଛି। ଖବର ପାଇ ଏସପି ଘଟଣାସ୍ଥାଳରେ ପହଞ୍ଚି  ସ୍ଥିତି ଅନୁଧ୍ୟାନ କରିବାସହ ଉକ୍ତ ସ୍ଥାନରେ ବ୍ୟପକ ପୁଲିସ ମୁତୟନ କରିଛନ୍ତି। ତେବେ କେଉଁ କାରଣରୁ ପଥର ମାଡ ଓ ବ୍ୟାରିକେଡ ଭଙ୍ଗା ଯାଇଛି ସ୍ପଷ୍ଟ ହୋଇ ନାହିଁ । ଅସମର୍ଥିତ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ କରୋନା ସନ୍ଦିଗ୍ଧ କିଛି ଲୋକଙ୍କୁ ଆଣିବାକୁ ଯିବାବେଳେ ପୁଲିସ ଉପରକୁ ପଥରମାଡ଼ ହୋଇଥିଲା । ଖବର ପାଇ ରାଉରକେଲା ଏଡ଼ିଏମ୍ ଓ ବରିଷ୍ଠ ପୁଲିସ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚିଛନ୍ତି ।

Hot this week

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

Related Articles

Popular Categories