www.samajalive.in
Saturday, December 13, 2025
26.1 C
Bhubaneswar

ବଡ ଗୁଣର ଅଧିକାରୀ – ବୁଟ ଡାଲି

ଡାଲି ବିନା ଭାରତୀୟ ଖାଦ୍ୟ ଅସମ୍ପୂର୍ଣ୍ଣ। ଡାଲି ଡିସ୍ ଠାରୁ ଆରମ୍ଭ କରି ପୁରଣ ପଲି ଏବଂ ଅନେକ ସୁସ୍ବାଦୁ ଖାଦ୍ୟରେ ବୁଟ ଡାଲି ବ୍ୟବହୃତ ହୁଏ। ଯାହା କେବଳ ସ୍ୱାଦିଷ୍ଟ ତାହା ନୁହେଁ, ପୁଷ୍ଟିକର ଖାଦ୍ୟ ମଧ୍ୟ।
– ଏଥିରେ ପ୍ରଚୁର ମାତ୍ରାରେ ଲୌହ ରହିଥାଏ, ଯାହା ଶରୀରରେ ରକ୍ତ ଅଭାବକୁ ପୂରଣ କରିଥାଏ।
– ବୁଟ ଡାଲି ରକ୍ତରେ ଶର୍କରା ସ୍ତରକୁ ନିୟନ୍ତ୍ରିତ କରେ, ଯାହା ମଧୁମେହ ରୋଗୀଙ୍କ ପାଇଁ ଲାଭଦାୟକ।
– ଜଣ୍ଡିସ ରୋଗଙ୍କ ପାଇଁ ଏହାର ବ୍ୟବହାର ଅତ୍ୟନ୍ତ ଲାଭଦାୟକ ଅଟେ।
– ଏଥିରେ ଥିବା ଫାଇବର କୋଲେଷ୍ଟ୍ରଲ୍ ସ୍ତରକୁ ହ୍ରାସ କରି ଓଜନ ହ୍ରାସ କରିବାରେ ସାହାଯ୍ୟ କରିଥାଏ।
– ଡାଲିରେ ଜିଙ୍କ୍, କ୍ୟାଲସିୟମ ଏବଂ ଅନ୍ୟାନ୍ୟ ପୁଷ୍ଟିକର ତତ୍ତ୍ବ ଥାଏ, ଯାହା ଶରୀରକୁ ଶକ୍ତିଶାଳୀ ରଖିବାରେ ସାହାଯ୍ୟ କରିଥାଏ।
– ଏକ ଗ୍ଲାସ ପାଣିରେ ୨ ଚାମଚ ବୁଟ ଡାଲି ଭିଜାଇ ରଖନ୍ତୁ। ଏହାକୁ ପରଦିନ ଖାଇବା ଦ୍ୱାରା ଶରୀର ଫିଟ୍ ରହିଥାଏ।
– ବୁଟ ଡାଲି ଖାଇବା ଦ୍ୱାରା ତ୍ବଚାରେ ଉଜ୍ବଳ ଆସେ ବୋଲି କୁହାଯାଏ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories