www.samajalive.in
Monday, December 8, 2025
24.1 C
Bhubaneswar

ବାହାଘର ଘୁଞ୍ଚାଇଲେ ସୁନ୍ଦରଗଡ଼ର ଦୁଇ କରୋନା ଯୋଦ୍ଧା; ପୁଲିସ ଡ଼ିଜି କଲେ ଭୁରିଭୁରି ପ୍ରଶଂସା

ସୁନ୍ଦରଗଡ଼: ନିକଟରେ ପୁଲିସ ମହାନିର୍ଦେଶକ ଅଭୟ ସୁନ୍ଦରଗଡ଼ ଜିଲା ଗସ୍ତ କରିବା ଅବସରରେ ଦୁଇ ପୁଲିସ କର୍ମଚାରୀଙ୍କ ଭୁରିଭୁରି ପ୍ରଶଂସା କରିଛନ୍ତି । ଦୁଇଜଣ ମହିଳା ପୁଲିସ କର୍ମଚାରୀ କରୋନା ଦାୟିତ୍ବ ନିର୍ବାହ କରିବା ପାଇଁ ତାଙ୍କର ବିବାହ ତାରିଖକୁ ଘୁଞ୍ଚାଇ ଦେଇଥିବାରୁ ନିଜ ଟ୍ବିଟର ହ୍ୟାଣ୍ଡଲରେ ଡ଼ିଜି ସେମାନଙ୍କର ଫଟୋ ସହ ପ୍ରଶଂସା କରିଥିବା ଦେଖାଯାଇଛି ।

- Advertisement -

 

ତିଳୋତ୍ତମା ମେହେରଙ୍କ ବିବାହ ତିଥି ଥିଲା ଏପ୍ରିଲ ୧୨ ତାରିଖରେ । ମାତ୍ର ତାଙ୍କ ନିମନ୍ତେ ପ୍ରାଥମିକତା ଥିଲା କରୋନା ଦାୟିତ୍ବ । ସେ ନିଷ୍ଠାପର ଭାବରେ ଜଣେ କରୋନା ଯୋଦ୍ଧା ରୂପେ ନିଜର ଦାୟିତ୍ବ ସମ୍ପାଦନ କରୁଥିବା ଡ଼ିଜି ଉଲ୍ଲେଖ କରିଛନ୍ତି ।

ଅନୁରୂପ ଭାବରେ କନଷ୍ଟେବଳ ସୁନୀତା ଆଢ଼ାଙ୍କ ବିବାହ ତାରିଖ ୨୫ରେ ଧାର୍ଯ୍ୟ ହୋଇଥିଲା । ମାତ୍ର କରୋନା ଦାୟିତ୍ବ ତୁଲାଇବାରେ ସେ ଆଗେଇ ଆସିଥିଲେ ଓ ବିବାହ ତାରିଖକୁ ଘୁଞ୍ଚାଇ ଦେଇଥିବା ଡ଼ିଜିପି ଉଲ୍ଲେଖ କରିଛନ୍ତି ।

Hot this week

ଶନି ଚଳନ: ୨୦୨୬ରେ ଲାଭବାନ ହେବେ ଏହି ୩ ରାଶି

ସମାଜ ଡିଜିଟାଲ ଡେସ୍କ: ହିନ୍ଦୁ ଧର୍ମରେ ଶନି ଦେବଙ୍କୁ ସ୍ୱତନ୍ତ୍ର ଭାବେ...

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

Related Articles

Popular Categories