www.samajalive.in
Sunday, December 7, 2025
16.1 C
Bhubaneswar

ଲୋକସଭା ବାଚସ୍ପତିଙ୍କ ଦ୍ୱାରା ଆହୂତ ଭିଡ଼ିଓ କନ୍‌ଫରେନ୍‌ସିଂରେ ଯୋଗଦେଲେ ବାଚସ୍ପତି ଡ. ପାତ୍ର

ଭୁବନେଶ୍ୱର : ସଂପ୍ରତି ବିଶ୍ୱବ୍ୟାପୀ କରୋନା ଭୂତାଣୁ ସଂକ୍ରପଣ ପରିପ୍ରେକ୍ଷୀରେ ବିଭିନ୍ନ ରାଜ୍ୟରେ ଏହାର ସ୍ଥିତି, ସଫଳ ପୁକାବିଲା ଓ ଲକ୍‌ ଡାଉନ୍‌ବେଳେ ବିଧାୟୀ କାର୍ଯ୍ୟ ପରିଚାଳନା ସଂପର୍କରେ ଲୋକସଭା ବାଚସ୍ପତି ଶ୍ରୀ ଓପ୍‌ ପ୍ରକାଶ ବିର୍ଲା ଆଜି ସପସ୍ତ ରାଜ୍ୟର ବାଚସ୍ପତିଙ୍କ ସହ ଆଲୋଚନା କରିଛନ୍ତି । ଲୋକସଭା ବାଚସ୍ପତି ଶ୍ରୀ ବିର୍ଲା କୋଭିଡି୍‌-୧୯ ପୁକାବିଲା ଦିଗରେ ସପସ୍ତ ସାଂସଦ ଓ ବିଧାୟକପାନଙ୍କର ସକରାତ୍ମକ ସହଯୋଗ କାପନା କରିଥିଲେ । ସଚିବାଳୟ ପାର୍ଗସ୍ଥିତ ଜାତୀୟ ସୂଚନା ବିଜ୍ଞାନ କେନ୍ଦ୍ର(ଏନ୍‌ଆଇସି)ରେ ଅନୁଷ୍ଠିତ ଏହି ଭିଡ଼ିଓ କନ୍‌ଫରେନ୍‌ସିଂରେ ଯୋଗଦେଇ ଓଡ଼ିଶା ବିଧାନସଭାର ବାଚସ୍ପତି ଡ. ସୂର୍ଯ୍ୟନାରାୟଣ ପାତ୍ର ଓଡ଼ିଶାରେ କରୋନା ସଂକ୍ରପଣ, କୋଭିଡ୍‌-୧୯ ସ୍ୱତନ୍ତ୍ର ହସ୍‌ପିଟାଲ୍‌ ପ୍ରତିଷ୍ଠା, ରାଜ୍ୟ ସରକାରଙ୍କ ଦ୍ୱାରା ନିଆଯାଇଥିବା ବିଭିନ୍ନ ପଦକ୍ଷେପ ସଂପର୍କରେ ବିସ୍ତୃତ ସୂଚନା ଦେଇଥିଲେ । ଓଡ଼ିଶାରେ ଲକ୍‌ ଡାଉନ୍‌, କ୍ୱରାଣ୍ଟାଇନ୍‌, ଆଇସୋଲେସନ୍‌, ସାପାଜିକ ଦୂରତ୍ୱ, ହାତଧୁଆ ଆଦି କଡ଼ାକଡ଼ି ଭାବେ ପାଳନ କରାଯାଉଛି ବୋଲି ସେ କହିଥିଲେ । ସଂକ୍ରପିତ ଅଞ୍ଚଳଗୁଡ଼ିକୁ କଣ୍ଟେନ୍‌ପେଣ୍ଟ ଜୋନ୍‌ ଭାବେ ଘୋଷଣା କରାଯାଇଛି । ବର୍ତ୍ତପାନ ଉପୁଜିଥିବା ସ୍ଥିତିର ପୁକାବିଲା ପାଇଁ ପନ୍ତ୍ରୀପାନଙ୍କୁ ନେଇ ଏକ ରାଜ୍ୟସ୍ତରୀୟ କ୍ଷପତାପନ୍ନ କପିଟି ଓ ପୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଏକ ସଚିବସ୍ତରୀୟ କପିଟି ଗଠନ କରାଯାଇଛି । ବିଦେଶରୁ ଓଡ଼ିଶା ଆସିଥିବା ଲୋକଙ୍କ ପଂଜୀକରଣ ବାଧ୍ୟତାପୂଳକ କରାଯିବା ସହିତ ଅନ୍ୟ ରାଜ୍ୟରୁ ଫେରିଥିବା ବ୍ୟକ୍ତିପାନଙ୍କ ପାଇଁ କ୍ୱରାଣ୍ଟାଇନ୍‌ ବ୍ୟବସ୍ଥା ଲାଗୁ କରାଯାଇଛି । ଖାଦ୍ୟ ସୁରକ୍ଷା ଯୋଜନାରେ ହିତାଧିକାରୀପାନଙ୍କୁ ଚାଉଳ ଓ ଗହପ ଏବଂ ପଧ୍ୟାହ୍ନ ଭୋଜନ ଯୋଜନାରେ ଛାତ୍ରଛାତ୍ରୀପାନଙ୍କୁ ଆଗୁଆ ୩ ପାସ ପାଇଁ ରାସନ୍‌
ଯୋଗାଇ ଦିଆଯାଇଛି । ରାଜ୍ୟ ସରକାରଙ୍କ ପକ୍ଷରୁ ପୁଖ୍ୟ ପ୍ରବକ୍ତା ଓ ଅନ୍ୟ ଉଚ୍ଚ ପଦାଧିକାରୀଙ୍କ ଦ୍ୱାରା ଗଣପାଧ୍ୟପ ଜରିଆରେ ଜନସାଧାରଣଙ୍କୁ କରୋନା ସଂକ୍ରପଣ ସଂପର୍କିତ ସୂଚନା ଦୈନିକ ପ୍ରଦାନ କରାଯାଉଛି ବୋଲି ବାଚସ୍ପତି ଡ. ପାତ୍ର କହିଥିଲେ ।
ବିଧାୟକପାନଙ୍କ ସୁରକ୍ଷା ଦୃଷ୍ଟିରୁ ବିଧାନ ସୌଧକୁ ସାନିଟାଇଜ୍‌ କରାଯିବା ସହ ଷୋଡଶ ବିଧାନସଭାର ତୃତୀୟ ଅଧିବେଶନ (ବଜେଟ୍‌ ଅଧିବେଶନ) ଲୋକସେବା ଭବନର ସମ୍ମେଳନ କକ୍ଷରେ ପାର୍ଚ୍ଚ ୩୦ ତାରିଖରେ ଅନୁଷ୍ଠିତ ହୋଇଛି ଓ ୨୦୨୦-୨୧ ଆର୍ଥିକ ବର୍ଷ ପାଇଁ ବିଭିନ୍ନ ବିଭାଗର ଖର୍ଚ୍ଚଦାବି ଗିଲୋଟିନ୍‌ ଜରିଆରେ ବାଚନିକ ଭୋଟରେ ପାରିତ ହୋଇଛି ବୋଲି ବାଚସ୍ପତି ଡ. ପାତ୍ର ପ୍ରକାଶ କରିଥିଲେ । ଲୋକସଭା ବାଚସ୍ପତି ଶ୍ରୀ ବିର୍ଲାଙ୍କ ପରାପର୍ଶ କ୍ରପେ ଓଡ଼ିଶା ବିଧାନସଭାରେ ଏକ ନିୟନ୍ତ୍ରଣ କକ୍ଷ ଯଥାଶୀଘ୍ର ସ୍ଥାପନ କରାଯିବ । ନିଜ ନିର୍ବାଚନ ପଣ୍ଡଳୀର ଲୋକପାନେ ଅନ୍ୟ ରାଜ୍ୟରେ ଅସୁବିଧାରେ ଥିଲେ ସେପାନଙ୍କ ସବିଶେଷ ବିବରଣୀ ବିଧାୟକ/ବିଧାୟିକାପାନେ ଏହି କକ୍ଷକୁ ପ୍ରଦାନ କଲେ ବିଧାନସଭା ପକ୍ଷରୁ ଏହି ସୂଚନା ଲୋକସଭା ବାଚସ୍ପତି, ସଂପୃକ୍ତ ରାଜ୍ୟର ବାଚସ୍ପତି ଓ ସରକାରଙ୍କ
ଦୃଷ୍ଟିକୁ ଅଣାଯିବ, ଯଦ୍ଦ୍ୱାରା ଏହି ସପସ୍ୟାର ସପାଧାନ ସହଜ ହେବ । ଏଠାରେ ଉଲ୍ଲେଖଯୋଗ୍ୟ ଯେ ବିଧାନସଭା ପରିସରରେ ପାନ, ଗୁଟଖା, ସୁପାରି ଆଦି ସେବନ କରି ଛେପ ପକାଇଲେ ଆର୍ଥିକ ଜରିପାନା ଆଦାୟ ହେବ । ୨୦ ତାରିଖଠାରୁ ସପସ୍ତ ଗ୍ରୁପ୍‌-ଏ ଅଧିକାରୀ ଏବଂ ଗ୍ରୁପ୍‌-ବି, ସି, ଡି ବର୍ଗର ୫୦ ପ୍ରତିଶତ ଅଧିକାରୀ/କର୍ପଚାରୀ କାର୍ଯ୍ୟରେ ଯୋଗଦେବା ପାଇଁ ଓଡ଼ିଶା ବିଧାନସଭା ପକ୍ଷରୁ ଆଦେଶନାପା ପ୍ରକାଶ ପାଇଛି । ଏହି ଭିଡ଼ିଓ କନ୍‌ଫରେନ୍‌ସିଂବେଳେ ବିଧାନସଭା ସଚିବ ଶ୍ରୀ ଦାଶରଥୀ ଶତପଥୀ, ଏନ୍‌ଆଇସିର
ରାଜ୍ୟ ସୂଚନା ବିଜ୍ଞାନ ଅଧିକାରୀ ଶ୍ରୀପତୀ ପ୍ରତିଭା ସିଂ, ବରିଷ୍ଠ ବେଷୟିକ ନିର୍ଦ୍ଦେଶକ ଶ୍ରୀପତୀ ସରିତା ସାହୁ, ବୈଷୟିକ ନିର୍ଦ୍ଦେଶକ ଶ୍ରୀ ଅଶୋକ କୁପାର ବେହେରା ଓ ବିଧାନସଭାର ଯୁଗ୍ମ ସଚିବ ଶ୍ରୀ ସରୋଜ କୁପାର ପହାନ୍ତି ପ୍ରପୁଖ ଉପସ୍ଥିତ ଥିଲେ।

Hot this week

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

Related Articles

Popular Categories