www.samajalive.in
Saturday, December 13, 2025
26.1 C
Bhubaneswar

ବଜ୍ରପାତରେ ଫାଟିଲା ୧୩୨ କେଭି ଡିସ୍କ, ବିଦ୍ୟୁତ ସରବରାହ ବନ୍ଦ

ବ୍ରଜରାଜନଗର: କାଳବୈଶାଖୀ ପ୍ରଭାବରେ ମଙ୍ଗଳବାର ସକାଳୁ ବ୍ରଜରାଜନଗର ଅଂଚଳରେ  ଘଡଘଡି ସହ ବର୍ଷା ହୋଇଥିଲା। ବଜ୍ରପାତ ଯୋଗୁଁ ବୁଢ଼ୀପଦର-ରେମଜା ଗ୍ରୀଡ଼କୁ ସଂଯୋଗ କରୁଥିବା ୧୩୨ କେଭିରେ ଥିବା ଡିସ୍କ ଫାଟି ଯିବାରୁ ବିଦ୍ୟୁତ ସରବରାହ ସମ୍ପୂର୍ଣ୍ଣ ଭାବେ ବନ୍ଦ ରହିଛି। ଯାହା କାରଣରୁ ବ୍ରଜରାଜନଗର, ବେଳପାହାଡ଼, ଲଖନପୁର ବ୍ଲକ ସମେତ ସୁନ୍ଦରଗଡ ଜିଲାର ଉଜଳପୁର ସବଡିଭିଜନର ୫ଟି ବିଦ୍ୟୁତ ସେକ୍ସନରେ ବିଦ୍ୟୁତ କାଟ ହୋଇଛି।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories