www.samajalive.in
Sunday, December 14, 2025
26.1 C
Bhubaneswar

ସତ୍ୟବାଦୀ ବ୍ଲକର କରୋନା ସନ୍ଦେହ ଶେଷ ବ୍ୟକ୍ତିଙ୍କ ରକ୍ତ ନମୁନା ନେଗେଟିଭ୍

ସୁଆଣ୍ଡୋ :  କରୋନା ସନ୍ଦେହରେ ପୁରୀଜିଲା ସତ୍ୟବାଦୀ ଥାନା ଅନ୍ତର୍ଗତ ଅହମ୍ମଦପୁର ବସ୍ତିରୁ ଗତ ଶନିବାର ଦିନ ୩୩ ଜଣଙ୍କ ସ୍ୱାବ ପରୀକ୍ଷା ପାଇଁ ଭୁବନେଶ୍ଵର ପଠାଯାଇଥିଲା । ସେମାନଙ୍କ ମଧ୍ୟରୁ ୩୨ ଜଣଙ୍କ ନମୁନା ରିପୋର୍ଟ ହସ୍ତଗତ ହୋଇଥିଲା । ଯେଉଁଥିରେ ସମସ୍ଜତ ୩୨ ଜଣଙ୍କ ରିପୋର୍ଟ କରୋନା ନେଗେଟିଭ୍ ରହିଥିଲା । ୩୨ଟି ରିପୋର୍ଟ ଆସିଥିବା ବେଳେ ଆଉ ଜଣଙ୍କର ରିପୋର୍ଟ ଆସିନଥିଲା । ଯାହା ଗତକାଲି ଜିଲାପ୍ରଶାସନର ହସ୍ତଗତ ହୋଇଥିବା ଜଣାପଡିଛି।  ଶେଷ ବ୍ୟକ୍ତିଙ୍କ ନମୁନା ବୁଧବାର ନେଗେଟିଭ ରିପୋର୍ଟ ଆସିଥିବା ସାକ୍ଷୀଗୋପାଳ ମେଡିକାଲ ଅଫିସରଙ୍କ ସୂତ୍ରରୁ ଜଣାପଡିଛି। ସମସ୍ତ ୩୩ ଟି ରକ୍ତ ନମୁନା ରିପୋର୍ଟ ନେଗେଟିଭ୍ ଆସିବା ପରେ ସତ୍ୟବାଦୀ ଅଞ୍ଚଳର ଲୋକମାନଙ୍କୁ ଏହାକୁ ଆଶ୍ଵସ୍ତ କରିଛି।

Hot this week

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

ବର୍ଦ୍ଧିତ ଦରମା ନବୀନ ଫେରାଇବା ପ୍ରସଙ୍ଗ ; ନବୀନଙ୍କୁ କେଭି ଓ ଜୟଙ୍କ କଟାକ୍ଷ

ସମାଜ ଲାଇଭ ଡ଼େସ୍କ : ନବୀନ ବର୍ଦ୍ଧିତ ଦରମା ଫେରାଇବା ପ୍ରସଙ୍ଗରେ...

Related Articles

Popular Categories