www.samajalive.in
Saturday, December 6, 2025
17.1 C
Bhubaneswar

ଓମଫେଡ ନେଉନି ଦୁଗ୍ଧ, ଗାଈ ପାଇଁ ଦାନା କିଣିବାକୁ ଚାଷୀ ଅସମର୍ଥ, ରାସ୍ତାରେ ଢାଳିଲେ କ୍ଷୀର

ଟିଟିଲାଗଡ଼ : ଟିଟିଲାଗଡ଼ ବ୍ଳକ କତରକେଲା ଓମଫେଡ ଦୁଗ୍ଧ ସମବାୟ ସମିତି କେନ୍ଦ୍ରରେ ଦୁଗ୍ଧ ସଂଗ୍ରହ ବନ୍ଦ କରାଯାଇଛି। ଅଷ୍ଟମ ଦିନ ପାଇଁ ଦୃଗ୍ଧ ସଂଗ୍ରହ ବନ୍ଦ ରହିଛି। ଦୈନିକ ପ୍ରାୟ ୧୪୦୦ ଲିଟର ଦୁଗ୍ଧ ବିକ୍ରି ହୋଇ ପାରୁନାହିଁ। ଫଳରେ ଟିଟିଲାଗଡ଼ ବ୍ଳକ ସମେତ ପଡୋଶୀ କଳାହାଣ୍ଡି ଜିଲ୍ଲାର ଭବାନୀପାଟଣା ବ୍ଳକର ୧୫ଟି ସମିତିର ପ୍ରାୟ ୫୦୦ ଦୁଗ୍ଧ ଚାଷୀ କ୍ଷତିଗ୍ରସ୍ତ ହୋଇଛନ୍ତି। ଗାଈ ପାଇଁ ଦାନା କିଣିବାକୁ ଚାଷୀ ଏବେ ଅସମର୍ଥ ହୋଇ ପଡିଛନ୍ତି। ଏହାର ପ୍ରତିବାଦରେ ଚାଷୀମାନେ ରାସ୍ତାରେ କ୍ଷୀର ଢାଳୁଥିବା ଦେଖିବାକୁ ମିଳିଛି।

Hot this week

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

Related Articles

Popular Categories