www.samajalive.in
Wednesday, December 10, 2025
23.1 C
Bhubaneswar

କ୍ବାରେଣ୍ଟାଇନ୍ ସମୟରେ ତ୍ବଚା ଓ କେଶର ଯତ୍ନ

ଘରେ ବସି ରହିଲେ ମାନ୍ଦା ଲାଗିବା ସ୍ବାଭାବିକ। ଏପରି ସ୍ଥିତିରେ ଆପଣ ଖାଲି ସମୟରେ ନିଜ କେଶ ଓ ତ୍ବଚାର ଯତ୍ନ ନିଅନ୍ତୁ। ତ୍ବଚାରେ ଏଇ ସମୟରେ ଘରୋଇ ପ୍ୟାକ୍ ନିୟମିତ ଲଗାଇଲେ ରଙ୍ଗ ସଫା ହେବା ସହ ଦାଗ ମଧ୍ୟ ଦୂର ହୋଇଥାଏ।
Á ଟମାଟୋ ରସ, ଆଳୁ ରସ ଇତ୍ୟାଦିରେ ବେସନ ମିଶାଇ ତାହାକୁ ୧୫-୨୦ ମିନିଟ୍ ପାଇଁ ତ୍ବଚାରେ ଲଗାଇ ପରେ ଧୋଇନେବେ।
Á କେଶମୂଳରେ ପିଆଜ ରସରେ ନଡ଼ିଆ ତେଲ ମିଶାଇ ରାତିରେ ଲଗାଇ ତହିଁ ଆରଦିନ ଶ୍ୟାମ୍ପୁ କରନ୍ତୁ। ଏହା କେଶର ଘନତ୍ବ ବଢ଼ାଇବାରେ ସହାୟକ ହୋଇଥାଏ।
Á ଛଣାଛଣି ଖାଦ୍ୟ ଅଧିକ ଖାଇଲେ ତାହାର ପ୍ରଭାବ ତ୍ବଚା ଓ କେଶ ଉପରେ ପଡ଼େ। ଯେପରି ବ୍ରଣ ସମସ୍ୟା ସହ କେଶ ଝଡ଼ା ବଢ଼େ। ଏଣୁ ନିଜ ଭୋଜନରେ ସାଲାଡ୍ ସହ ସବୁଜ ପନିପରିବା ତରକାରି ସାମିଲ କରାଇବା ଆବଶ୍ୟକ।
Á ଏଇ ସମୟରେ ଘରେ ରହି ମଧ୍ୟ ସପ୍ତାହକୁ ୨-୩ଥର ମେନିକିୟୋର ଓ ପେଡିକିୟୋର କରାଇପାରିବେ। ନଖଉଷୁମ ପାଣିରେ ପାଦ ବୁଡ଼ାଇ ପରେ ପ୍ୟୁମିକ୍ ଷ୍ଟୋନ୍‌ରେ ପାଦ ଘସି ମୃତ କୋଷିକା ବାହାର କରନ୍ତୁ।

Hot this week

ଶରୀରରେ ଭିଟାମିନ୍‌ ବି-୧୨ର ଅଭାବ ହେଉଛି କି? ଏହି ଶାଗ ଖାଆନ୍ତୁ

ସମାଜ ଡିଜିଟାଲ ଡେସ୍କ: ଶରୀରର ବିକାଶ ପାଇଁ ଭିଟାମିନ ଅତ୍ୟନ୍ତ ଜରୁରୀ।...

ବିଦ୍ୟୁତ୍ ଫାଶ ନେଲା ଜୀବନ

ପାଲଲହଡା : ପାଲଲହଡା କଣିହାଁ ବ୍ଲକ ଚିପିରିମା ଗାଁରେ ଅଭାବନୀୟ ଘଟଣା...

ବନ୍ଦ ଘରେ ଝୁଲନ୍ତା ମୃତଦେହ

ବଲାଙ୍ଗୀର: ବଲାଙ୍ଗୀର ଲୋୟର ସୁକତେଲ ଡ୍ୟାମ୍‌ କଲୋନୀ ବନ୍ଦ ଘରୁ ଝୁଲନ୍ତା...

ଜାନୁଆରୀ ୧ରୁ ୩ଟି ରାଶିରେ ହେବ ଧନ ବର୍ଷା: ନୂଆବର୍ଷ ମଙ୍ଗଳାଦିତ୍ୟ ରାଜଯୋଗରୁ ଆରମ୍ଭ ହେବ

ସମାଜ ଡିଜିଟାଲ ଡେସ୍କ: ୨୦୨୬ ବର୍ଷ ଏକ ଅତ୍ୟନ୍ତ ଶୁଭ ରାଜଯୋଗ...

ମୋଷ୍ଟ ଷ୍ଟାଇଲିଶ୍‌ ପିପୁଲ ତାଲିକାରେ ଶାହରୁଖ୍‌

ନୂଆଦିଲ୍ଲୀ: ବଲିଉଡ୍ ର ବାଦଶାହା କହିଲେ ତାଙ୍କୁ ସମସ୍ତେ ଜାଣନ୍ତି। ତାଙ୍କ...

Related Articles

Popular Categories