www.samajalive.in
Saturday, December 6, 2025
19.1 C
Bhubaneswar

ଘରୋଇ ଉପାୟରେ ପ୍ରସ୍ତୁତ କରନ୍ତୁ ସାନିଟାଇଜର୍‍

କରୋନା ଭୂତାଣୁ ସଂକ୍ରମଣରୁ ନିଜକୁ ରକ୍ଷା କରିବାକୁ ସ୍ୱଚ୍ଛତା ଉପରେ ଅଧିକ ଧ୍ୟାନ ଦେବାକୁ କୁହାଯାଉଛି। ଡ଼ାକ୍ତର ଓ ବିଶେଷଜ୍ଞଙ୍କ ମତରେ ସ୍ୱଚ୍ଛତା ଦ୍ୱାରା ନିଜକୁ ଏହି ସଂକ୍ରମଣରୁ ରକ୍ଷା କରିହେବ। ବିଶେଷ କରି ହାତକୁ ସଫା ରଖିବା ନିତ୍ୟାନ୍ତ ଆବଶ୍ୟକ। ବଜାରରେ ବିକ୍ରି ହେଉଥିବା ହ୍ୟାଣ୍ଡ ୱାଶ ହେଉ ଅଥବା ସାନିଟାଇଜର ହେଉ ବର୍ତ୍ତମାନ ଏହା ଏକ ନିତ୍ୟ ଆବଶ୍ୟକ ଜିନିଷ। ତେବେ ଘରୋଇ ଉପାୟରେ ମଧ୍ୟ ଆପଣ ସାନିଟାଇଜର ପ୍ରସ୍ତୁତ କରିପାରିବେ……..
ଆବଶ୍ୟକ ସାମଗ୍ରୀ
ଛୋଟ ପ୍ଲାଷ୍ଟିକ ଡ଼ବା
ଘିକୁଆଁରୀ ରସ ( ଏଲୋବେରା ଜେଲ୍‍ ) – ୪ ଚାମଚ
ଗୋଲାପ ଜଳ – ୧ ଚାମଚ
ଲାଭେନଣ୍ଡର ତେଲ – ଅଳ୍ପ
ଟି ଟ୍ରି ତେଲ – ଅଳ୍ପ
ପ୍ରସ୍ତୁତି ପ୍ରଣାଳୀ – ପ୍ରଥମେ ଏକ ବୋତଲରେ ଏଲୋବେରା ଜେଲ୍‍ , ଗୋଲାପ ଜଳ, ଲାଭେନଣ୍ଡର ତେଲ ୬ ରୁ ୭ ବୁନ୍ଦା, ଟି ଟ୍ରି ତେଲ ୫ ବୁନ୍ଦାକୁ ଭଲ ଭାବେ ମିଶାଇ ଫେଣ୍ଟି ଦିଅନ୍ତୁ। ଏହାପରେ ଏହାକୁ ଆବଶ୍ୟକ ପରିମାଣରେ ବ୍ୟବହାର କରନ୍ତୁ। ପ୍ରସ୍ତୁତ ହୋଇଗଲା ଘର ତିଆରି ସାନିଟାଇଜର। ଏହି ସାନିଟାଇଜରରେ ଲାଭେନଣ୍ଡର ତେଲ ଓ ଟି ଟ୍ରି ତେଲ ବ୍ୟବହାର କରିବା ମଧ୍ୟ ବାଧ୍ୟତାମୂଳକ ନୁହେଁ।

Hot this week

ଜୟସୱାଲଙ୍କ ଶତକ: ମ୍ୟାଚ ସହ ସିରିଜ ଜିତିଲା ଭାରତ, ହିଟ୍‌ମ୍ୟାନଙ୍କ ନୂଆ ରେକର୍ଡ

ସମାଜଲାଇଭ ଡେସ୍କ: ଦକ୍ଷିଣ ଆଫ୍ରିକା ବିପକ୍ଷରେ ୩ୟ ଦିନିକିଆ ମ୍ୟାଚ ସହିତ...

ପୁଟିନଙ୍କୁ ପରସାଗଲା ନିରାମିଷ ଖାଦ୍ୟ: ମଦ, ମାଂସ କାହିଁକି ଦିଆଗଲାନି ବୋଲି ପ୍ରଶ୍ନ ଉଠାଇଲେ କଂଗ୍ରେସ ନେତା

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଭାରତ...

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

Related Articles

Popular Categories