ଦଳ ଗଢିଲେ ଶଶିକଳାଙ୍କ ଭାଇ

0

ତ୍ରିଚି : ଭି କେ ଶଶିକଳାଙ୍କ ଭାଇ ଭିକେ ଦିବାହରନ ରବିବାର ଏକ ନୂଆ ରାଜନୈତିକ ଦଳ ଗଢିଛନ୍ତି। ଦଳର ନାମ ହେଉଛି ଆନ୍ନା ଦ୍ରାଭିଡର କାଜାଗମ୍‍ (ଏଡିଏମ୍‍)। ମାନାରଗୁଡି ସହରରେ ଆୟୋଜିକ ଏକ ଉତ୍ସବରେ ଦିବାହରନ ଦଳୀୟ ପତାକାକୁ ଉତ୍ତୋଳନ କରିଛନ୍ତି। ମୁଖ୍ୟମନ୍ତ୍ରୀ କେ ପଲାନିସ୍ୱାମୀଙ୍କ ସହିତ ଦିବାହରନ ହାତ ମିଳାଇବା ନେଇ ଚର୍ଚ୍ଚା ହେଉଥିବାବେଳେ ସେ ନୂଆ ଦଳଗଠନ କରିଛନ୍ତି।

Leave A Reply