www.samajalive.in
Monday, December 8, 2025
24.1 C
Bhubaneswar

ସିଆର୍‍ପିଏଫ୍‍ ବଙ୍କର ଉପରେ ଗ୍ରେନେଡ୍‍ ମାଡ଼

ଶ୍ରୀନଗର : କାଶ୍ମୀରର ଶ୍ରୀନଗର ସହର ନିକଟ ବାର୍ବରଶାହା ଅଞ୍ଚଳରେ ସିଆର୍‍ପିଏଫ୍‍ର ୧୩୨ ବାଟାଲିୟନ୍‍ର ଏକ ବଙ୍କର ଉପରକୁ ବୁଧବାର ଆତଙ୍କବାଦୀମାନେ ଗୋଟିଏ ଗ୍ରେନେଡ୍‍ ମାଡ଼ କରିଥିଲେ। ବୋମା ନିଷ୍କ୍ରିୟକାରୀ ଦଳକୁ ଘଟଣାସ୍ଥଳକୁ ପଠାଯାଇଥିଲା। ଏହି ଘଟଣାରେ କୌଣସି ଧନଜୀବନ ହାନୀ ହୋଇନଥିବା ଜଣାପଡ଼ିଛି। ମଙ୍ଗଳବାର ସନ୍ଧ୍ୟାରେ ମଧ୍ୟ ଆତଙ୍କ ବାଦୀମାନେ ପୁଲୱାମା ଜିଲ୍ଲାର କାକାପୋରା ଥାନା ଉପରକୁ ଗ୍ରେନେଡ ମାଡ଼ କରିଥିଲେ।

Hot this week

ଶନି ଚଳନ: ୨୦୨୬ରେ ଲାଭବାନ ହେବେ ଏହି ୩ ରାଶି

ସମାଜ ଡିଜିଟାଲ ଡେସ୍କ: ହିନ୍ଦୁ ଧର୍ମରେ ଶନି ଦେବଙ୍କୁ ସ୍ୱତନ୍ତ୍ର ଭାବେ...

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

Related Articles

Popular Categories