ଯାଜପୁର : ଯାଜପୁର ଆର୍ଟିଓ ଅଫିସ ପରିସରରୁ ସୋମବାର ଜଣେ ଦଲାଲଙ୍କୁ ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଛି। ଗିରଫ ଦଲାଲ ହେଲେ ବିଂଝାରପୁର ଦିଆଟିକିରି ଗ୍ରାମର ନିର୍ମଳ ଚନ୍ଦ୍ର ତ୍ରିପାଠୀ। ସେ ଆଜି ଅଫିସ ପରିସରରେ ଥିବା ବେଳେ ଯାଜପୁର ପୁଲିସ ପହଞ୍ଚି ତାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।
Popular Categories



