www.samajalive.in
Sunday, December 7, 2025
23.1 C
Bhubaneswar

ନିୟମିତ କରୁଥିବା ଏହି ଭୁଲ ସୃଷ୍ଟି କରେ ଅନେକ ସ୍ୱାସ୍ଥ୍ୟ ସମସ୍ୟା

ନିୟମିତ ସକାଳ ସମୟରେ ଜଳଖିଆ ଉତ୍ତମ ସ୍ୱାସ୍ଥ୍ୟ ପାଇଁ  ଖୁବ ଆବଶ୍ୟକ। ମାତ୍ର ଆପଣ ଜଳଖିଆରେ କେଉଁ ପ୍ରକାର ଖାଦ୍ୟ ଖାଉଛନ୍ତି ତାହା ଜାଣିବା ମଧ୍ୟ ଗୁରୁତ୍ୱପୂର୍ଣ୍ଣ। ଏହା ସ୍ୱାସ୍ଥ୍ୟ ଉପରେ ବହୁ କୁପ୍ରଭାବ ପକାଇଥାଏ। ସଠିକ ଜଳଖିଆ ନଖାଇବା ଦ୍ୱାରା ମୋଟାପଣ ବୃଦ୍ଧି ହୋଇଥାଏ। ଏହାସହ ସକାଳେ କେଉଁ କାର୍ଯ୍ୟ କରିବା ଦ୍ୱାରା ମୋଟାପଣ ବୃଦ୍ଧି ହୋଇଥାଏ ସେ ବିଷୟରେ ଜାଣନ୍ତୁ ….
– ସାଲାଡ଼, ପାଉଁରୁଟି, ଜୁସ, ସିଝା ଅଣ୍ଡା ସକାଳର ଜଳଖିଆ ପାଇଁ ଖୁବ ଉତ୍ତମ। ଏହାସହ ଉପମା, ଇଟିଲି ମଧ୍ୟ ଖାଇପାରିବେ।
– ଜଳଖିଆରେ ଘରେ ପ୍ରସ୍ତୁତ ଜୁସ ପିଅନ୍ତୁ। ପ୍ୟାକେଟରେ ଥିବା ଜୁସ ପିଅନ୍ତୁ ନାହିଁ। କାରଣ ଘରେ ପ୍ରସ୍ତୁତ ଜୁସ ଅପେକ୍ଷା ପ୍ୟାକେଟ ଜୁସ ରକ୍ତରେ ଶର୍କରାର ମାତ୍ରା ବଢାଇଥାଏ।
– ସକାଳ ଉଠିବା ମାତ୍ରେ ପାଣି ପିଇବା ଆବଶ୍ୟକ। ପାଣି ନ ପିଇବା ଦ୍ୱାରା ସମସ୍ତ ଶରୀର ଓ ମୁଖ୍ୟତଃ ପାଚନ କ୍ରିୟା ଉପରେ ଏହାର କୁପ୍ରଭାବ ପଡ଼ିଥାଏ।
– ଖାଦ୍ୟ ସର୍ବଦା ବସିବା ଅବସ୍ଥାରେ ହିଁ ଖାଆନ୍ତୁ। ଚାଲି ବୁଲି ଖାଦ୍ୟ ଖାଇଲେ ଏହା ସହଜରେ ହଜମ ହୋଇନଥାଏ।
– ଜଳଖିଆରେ କଦାପି ବଜାରର ଖାଦ୍ୟ, ଯେପରି ବର୍ଗର, ପିଜ୍ଜା ଆଦୌ ଖାଆନ୍ତୁ ନାହିଁ। ଏହା ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ।

Hot this week

ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା : ଯବାନଙ୍କ ସମେତ ଦୁଇ ଅଟକ

ଭୁବନେଶ୍ଵର : ପୁଲିସ ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା । ଏସ୍ଏ‌ସ୍‌ବି...

ଗୋଆ ଅଗ୍ନିକାଣ୍ଡ: ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କାର ଅନୁକମ୍ପା ଘୋଷଣା କଲେ ପ୍ରଧାନମନ୍ତ୍ରୀ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

Related Articles

Popular Categories