www.samajalive.in
Tuesday, December 9, 2025
23.1 C
Bhubaneswar

ୱେଲିଂଟନ୍‍ ଟେଷ୍ଟ : ଭାରତ ୧୦ ୱିକେଟରେ ପରାସ୍ତ , ୧୦୦ତମ ଟେଷ୍ଟରେ ନ୍ୟୁଜିଲାଣ୍ଡର ଦମଦାର ବିଜୟ

ୱେଲିଂଟନ୍‍ : ୱେଲିଂଟନ୍‍ର ବେସିନ୍‍ ରିଜର୍ଭଠାରେ ଅନୁଷ୍ଠିତ ପ୍ରଥମ କ୍ରିକେଟ୍‍ ଟେଷ୍ଟ ମ୍ୟାଚରେ ନ୍ୟୁଜିଲାଣ୍ଡ ଭାରତକୁ ୧୦ ୱିକେଟରେ ପରାସ୍ତ କରିଛି।
ନ୍ୟୁଜିଲାଣ୍ଡର ପ୍ରଥମ ଇନିଙ୍ଗ୍‍ସ୍‍ ସ୍କୋରଠାରୁ ୧୮୩ ରନ୍‍ ପଛରେ ଥିବା ଭାରତୀୟ ଦଳ ଦ୍ୱିତୀୟ ଇନିଂସରେ ୧୯୧ ରନ୍‍ କରିବାକୁ ସକ୍ଷମ ହୋଇଥିଲା। ବିଜୟ ପାଇଁ ୯ ରନ୍‍ର ଆବଶ୍ୟକତା ଥିବାବେଳେ ନ୍ୟୁଜିଲାଣ୍ଡ ୧୦ଟି ବଲରେ ଏହି ଲକ୍ଷ୍ୟ ହାସଲ କରିନେଇ ଦୁଇ ମ୍ୟାଚ୍‍ ବିଶିଷ୍ଟ ସିରିଜରେ ୧-୦ରେ ଅଗ୍ରଣୀ ରହିଛି।

ଏହା ହେଉଛି ନ୍ୟୁଜିଲାଣ୍ଡର ୧୦୦ତମ ଟେଷ୍ଟ ବିଜୟ। ପୂର୍ବରୁ ନ୍ୟୁଜିଲାଣ୍ଡ ନିଜର ପ୍ରଥମ ଇନିଂସରେ ଭାରତର ୧୬୫ ରନ୍‍ର ଜବାବରେ ୩୪୮ ରନ୍‍ କରି ଅଲ୍‍ ଆଉଟ୍‍ ହୋଇଥିଲା। ଏହି ସିରିଜ୍‍ର ଦ୍ୱିତୀୟ ମ୍ୟାଚ୍‍ ଫେବୃୟାରୀ ୨୯ ତାରିଖ ଦିନ କ୍ରାଏଷ୍ଟ ଚର୍ଚ୍ଚର ହାଗ୍‍ଲେ ଓଭାଲ୍‍ଠାରେ ଖେଳାଯିବ।

Hot this week

ସ୍ମୃତି-ପଲାଶଙ୍କ କାହିଁକି ଭାଙ୍ଗିଲା ସମ୍ପର୍କ; ସାର୍ଥୀଙ୍କ ଏହି ଭୁଲକୁ ଝିଅମାନେ କେବେ କ୍ଷମା କରନ୍ତି ନାହିଁ

ସମାଜ ଡିଜିଟାଲ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପ-ଅଧିନାୟିକା ସ୍ମୃତି...

ନର୍ମାଲ ଡେଲିଭରୀ ପାଇଁ ସରକାରୀ ହସ୍ପିଟାଲ ବାଛନ୍ତୁ-ମନ୍ତ୍ରୀ

ଭୁବନେଶ୍ୱର: ଘରୋଇ ହସ୍ପିଟାଲରେ ଅଧିକ ହେଉଛି ସିଜେରିଆନ ଡେଲିଭରୀ । ଗତ...

ଫାଟିଲା ଗ୍ୟାସ ସିଲିଣ୍ଡର : ଅଳ୍ପକେ ବର୍ତ୍ତିଗଲେ ପରିବାର

ସମାଜ ଲାଇଭ ଡ଼େସ୍କ : ଦେବଗଡ଼ରେ ଫାଟିଲା ଗ୍ୟାସ ସିଲିଣ୍ଡର ।...

୧୬ରେ ସୂର୍ଯ୍ୟଙ୍କ ଭ୍ରମଣ: ୭ଟି ରାଶି ପାଇଁ ଚ୍ୟାଲେଞ୍ଜ, ନୂତନ ବର୍ଷରେ କ୍ଷତି ହୋଇପାରେ

ସମାଜ ଡିଜିଟାଲ ଡେସ୍କ: ଗ୍ରହମାନଙ୍କର ରାଜା ସୂର୍ଯ୍ୟ, ଡିସେମ୍ବର ୧୬ ତାରିଖ...

ଶ୍ରୀଜଗନ୍ନାଥଙ୍କ ଦର୍ଶନ କଲେ ଭାରତୀୟ ଖେଳାଳି

ସମାଜ ଡିଜିଟାଲ ଡେସ୍କ: ମ୍ୟାଚ ପୂର୍ବରୁ ପୁରୀ ଯାଇ ମହାପ୍ରଭୁଙ୍କ ଦର୍ଶନ...

Related Articles

Popular Categories