www.samajalive.in
Sunday, December 14, 2025
14.1 C
Bhubaneswar

ଵ୍ରାଉନ ସୁଗାର ଜଵତ : ଜଣେ ମହିଳା ଗିରଫ

ଭଦ୍ରକ : ଭଦ୍ରକ ଜିଲା ବଉଳ ପୋଖରୀ ଅଞ୍ଚଳରୁ କେନ୍ଦ୍ରାଞ୍ଚଳ ଗୋଇନ୍ଦା ଅଵକାରୀ ବିଭାଗ  ଗୁରୁବାର ୨୪ ଗ୍ରାମ ବ୍ରାଉନସୁଗର ଜଵତ କରିବା ସହ ଜଣେ ମହିଳାଙ୍କୁ ଗିରଫ କରିଛି। ମହିଳା ଜଣକ ହେଲେ କଲ୍ୟାଣୀ ମଲ୍ଲିକ।

ସୂଚନା ଅନିଯାୟୀ, ଏହି ମହିଳା ଜଣଙ୍କ ଦୀର୍ଘଦିନ ଧରି ବ୍ରାଉନସୁଗାର ଵେପାର କରି ଆସୁଥିଲେ। କେନ୍ଦ୍ରାଞ୍ଚଳ ଗୋଇନ୍ଦା ଅଵକାରୀ କୌଣସି ସୂତ୍ରରୁ ଖବର ପାଇ ଏହି ମହିଳାଙ୍କୁ ଗିରଫ କରିବା ସହ ଵ୍ରାଉନ ସୁଗର ଜଵତ କରିଛି।

Hot this week

ନୂଆ ବର୍ଷରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ବର : ରାଜ୍ୟର ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ କାର୍ଯ୍ୟକାଳ...

ଗମ୍ଭୀରଙ୍କ ଯୋଜନାକୁ ତିଳକଙ୍କ ସମର୍ଥନ

ଧର୍ମଶାଳା: ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀର ଟ୍ବେଣ୍ଟି୨୦ କ୍ରିକେଟ୍‌ରେ ଭାରତୀୟ ବ୍ୟାଟିଂ...

ଜିଲାପାଳଙ୍କୁ ମୁଣ୍ଡିଆ ମାରି ଧାନ କିଣିବାକୁ ଗୁହାରି

ପଦ୍ମପୁର : ଧାନକିଣାରେ ବ୍ୟାପକ ଅବ୍ୟବସ୍ଥା ପଦ୍ମପୁର ଉପଖଣ୍ଡ ଚାଷୀଙ୍କ ଅସନ୍ତୋଷର...

ସାପ୍ତାହିକ ରାଶିଫଳ: ଏହି ଦୁଇ ରାଶି ସତର୍କ ରୁହନ୍ତୁ

ମେଷ: ରବିବାର ଓ ସୋମବାର କାର୍ଯ୍ୟକ୍ଷେତ୍ରରେ ସଫଳତା ପାଇବେ। ନୂତନ କାର୍ଯ୍ୟ ପାଇଁ...

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

Related Articles

Popular Categories