www.samajalive.in
Saturday, December 6, 2025
26.1 C
Bhubaneswar

ଦିଲ୍ଲୀ ବିଧାନସଭା ନିର୍ବାଚନ ୨୦୨୦ – କେତୋଟି ଜାଣିବା କଥା

– ୨୦୧୫ରେ ଦିଲ୍ଲୀ ବିଧାନସଭା ନିର୍ବାଚନରେ ସର୍ବାଧିକ ୬୭.୧୨ ପ୍ରତିଶତ ମତଦାନ ହୋଇଥିଲା
– ଦିଲ୍ଲୀ ଭୋଟର ସଂଖ୍ୟା: ପୁରୁଷ – ୮୧ ଲକ୍ଷ ୫ ହଜାର ୨୩୬
– ଦିଲ୍ଲୀ ଭୋଟର ସଂଖ୍ୟା: ମହିଳା – ୬୬ ଲକ୍ଷ ୮୦ ହଜାର ୨୭୭
– ଦିଲ୍ଲୀ ଭୋଟର ସଂଖ୍ୟା: ତୃତୀୟ ଲିଂଗି – ୮୬୯
– ଦିଲ୍ଲୀ ଭୋଟର ସଂଖ୍ୟା: ସର୍ଭିସ ଭୋଟର – ୧୧ ହଜାର ୬୦୮
– ଦିଲ୍ଲୀ ଭୋଟର ସଂଖ୍ୟା (୧୮-୧୯ ବର୍ଷ ବୟସ): ୨ ଲକ୍ଷ ୩୩ ହଜାର
– ଦିଲ୍ଲୀ ଭୋଟର ସଂଖ୍ୟା (୮୦ ବର୍ଷ ବୟସରୁ ଅଧିକ): ୨ ଲକ୍ଷ ୪ ହଜାର ୮୩୦
– ୨୦୨୦ ନିର୍ବାଚନରେ ଭୋଟ ଗ୍ରହଣ କେନ୍ଦ୍ର ସଂଖ୍ୟା – ୧୩ ହଜାର ୫୭୦
– ମୋଟ ବିଧାନସଭା ଆସନ – ୭୦
– ପ୍ରତିଦ୍ବନ୍ଦିତା କରୁଥିବା ପ୍ରାର୍ଥୀଙ୍କ ସଂଖ୍ୟା – ୬୭୨
– ପ୍ରତିଦ୍ବନ୍ଦିତା କରୁଥିବା ପ୍ରମୁଖ ରାଜନୈତିକ ଦଳ – ଭାରତୀୟ ଜନତା ପାର୍ଟି, କଂଗ୍ରେସ ଓ ଆମ ଆଦମୀ ପାର୍ଟି
– ନାମାଙ୍କନ ପତ୍ର ଦାଖଲ କରିଥିବା ପ୍ରାର୍ଥୀଙ୍କ ସଂଖ୍ୟା – ୧ ହଜାର ୨୯
– ମୁତୟନ ହୋଇଥିବା ପୁଲିସ ଅଧିକାରୀଙ୍କ ସଂଖ୍ୟା – ୯୦ ହଜାର
– ନିର୍ବାଚନ ଆଚରଣ ବିଧି ଉଲ୍ଲଙ୍ଘନ ଅଭିଯୋଗରେ ଆଜି ପର୍ଯ୍ୟନ୍ତ ଦାୟର ଏତଲା ସଂଖ୍ୟା – ୧ ହଜାର
– ଭୋଟ ଗ୍ରହଣ ସମୟ – ସକାଳ ୭ରୁ ସନ୍ଧ୍ୟା ୬ଟା
– ଭୋଟ ଗଣତି – ଫେବୃଆରୀ ୧୧

Hot this week

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

ଅପରାହ୍ନ ୨ଟା ମୁଖ୍ୟଖବର

() ରାଜଧାନୀରେ ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

ବିମାନ ଅଚଳାବସ୍ଥା: ଅପିଲ୍‌ କଲେ ସୋନୁ ସୁଦ୍‌

ନୂଆଦିଲ୍ଲୀ: ଗତ ୫ଦିନ ହେଲାଣି ଇଣ୍ଡିଗୋ ଏୟାରଲାଇନ୍ସରେ ଦେଖା ଦେଇଥିବା ଅଚଳାବସ୍ଥା...

ଟ୍ରମ୍ପଙ୍କୁ ମିଳିଲା ଫିଫାର ପ୍ରଥମ ଶାନ୍ତି ପୁରସ୍କାର

ସମାଜ ଲାଇଭ ଡ଼େସ୍କ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ନୂତନ...

Related Articles

Popular Categories