ଢେଙ୍କାନାଳ: ପୁଣି ମାଟ୍ରିକ ପ୍ରଶ୍ନପତ୍ର ଭାଇରାଲ। ଢେଙ୍କାନାଳ ଜିଲା ଓଡ଼ାପଡ଼ା ବ୍ଲକର ଏକ ପରୀକ୍ଷା କେନ୍ଦ୍ରରୁ ଆଜି ଗଣିତ ପରୀକ୍ଷା ପ୍ରଶ୍ନପତ୍ର ଭାଇରାଲ ହୋଇଥିବା ଚର୍ଚା ହୋଇଛି। ସକାଳ ୯ଟା ୩୦ରେ ପରୀକ୍ଷା ଆରମ୍ଭ ହୋଇଥିବା ବେଳେ ୯ଟା ୫୪ରେ ପ୍ରଶ୍ନପତ୍ର ହ୍ବାଟସଆପରେ ଭାଇରାଲ ହୋଇଥିବା କୁହାଯାଉଛି। ପୂର୍ବରୁ ଓଡ଼ିଆ ଓ ଇଂରାଜୀ ପ୍ରଶ୍ନପତ୍ର ଭାଇରାଲ ହୋଇଥିଲା।
Popular Categories



