ବଜେଟ୍ ଉପସ୍ଥାପନ ବେଳେ ଅର୍ଥମନ୍ତ୍ରୀଙ୍କ କବିତା ପାଠ
ନୂଆଦିଲ୍ଲୀ: ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଶନିବାର ଲୋକସଭାରେ ମୋଦୀ ସରକାରଙ୍କ ଦ୍ୱିତୀୟ କାର୍ଯ୍ୟକାଳର ୨ୟ ବଜେଟ୍ ଉପସ୍ଥାପନ କରୁଛନ୍ତି। ବଜେଟ୍ ଉପସ୍ଥାପନ ସମୟରେ ଅଭିନବ ଶୈଳୀରେ ସେ ପଣ୍ଡିତ ଦୀନାନାଥ କୌଲଙ୍କ କାଶ୍ମୀରୀ କବିତା ପାଠ କରିଛନ୍ତି। କବିତାଟି ହେଉଛି,-
ହମାରା ବତନ ଖିଲତେ ହୁଏ ଶାଲୀମାର ବାଗ ଜୈସା
ହମାରା ବତନ ଡଲ ଝିଲ ମେଁ ଖିଲତେ କମଲ ଜୈସା
ନୌଯବାନୋଁ କେ ଗର୍ମ ଖୁନ୍ ଜୈସା
ମେରା ବତନ-ତେରା ବତନ-ହମାରା ବତନ
ଦୁନିଆ କା ସବସେ ପ୍ୟାରା ବତନ
Comments are closed.