BJD Bijuli 480×75 Mob

ସର୍ବସାଧାରଣଙ୍କ ପାଇଁ ଖୋଲିଲା ରାଜଭବନ ଉଦ୍ୟାନ

BJD Bijuli 480×75 Mob

ଭୁବନେଶ୍ବର :  ରାଜଭବନ ଉଦ୍ୟାନ ରବିବାରଠାରୁ ସର୍ବସାଧାରଣଙ୍କ ପାଇଁ ଖୋଲା ଯାଇଛି। ପ୍ରତ୍ୟହ ଅପରାହ୍ଣ ସାଢ଼େ ଦୁଇଟାରୁ ପାଞ୍ଚଟା ପର୍ଯ୍ୟନ୍ତ ଜନସାଧାରଣ ଏହି ଉଦ୍ୟାନ ବୁଲି ଦେଖିପାରିବେ। ରବିବାର ଏବଂ ଛୁଟିଦିନ ମାନଙ୍କରେ ମଧ୍ୟ ଏହା ଖୋଲା ରହିବ ବୋଲି ରାଜଭବନ ପକ୍ଷରୁ ଜାରି ଏକ ପ୍ରେସ୍‍ ବିଜ୍ଞପ୍ତିରେ କୁହାଯାଇଛି । ଆସନ୍ତା ୧୯ ତାରିଖ ପର୍ଯ୍ୟନ୍ତ ରାଜ୍ୟଭବନ ଉଦ୍ୟାନ ସର୍ବସାଧାରଣଙ୍କ ପାଇଁ ଖୋଲା ରହିବ।

Comments are closed.