www.samajalive.in
Thursday, December 11, 2025
18.1 C
Bhubaneswar

ଆଗୁଆ ଆସିଲା ଖରା, ଚଳିତ ବର୍ଷ ହେବ ଅଧିକ ଗରମ

ନୂଆଦିଲ୍ଲୀ :  ଚଳିତ ବର୍ଷ ଶୀତ ପରେ ବସନ୍ତ ଋତୁ  ଏକ ପ୍ରକାରର ଉଭାନ ହୋଇଯାଇଛି । ଶୀତପରେ  ଗ୍ରୀଷ୍ମ ଋତୁ ପରି ଗରମ ଅନୁଭୂତ ହେଉଛି । ଭାରତୀୟ ପାଣିପାଗ ବିଭାଗ ବି ଚଳିତ ବର୍ଷ  ଅଧିକ ତାପମାତ୍ର ଅନୁଭୂତ ହେବ ବୋଲି ସୂଚନା ଦେଇଛି । ମାର୍ଚ୍ଚରୁ ମେ ମାସ ମଧ୍ୟରେ ଅଧିକ ଗରମ ଅନୁଭୂତ ହେବ। ମୌସୁମୀ ବର୍ଷା ଆସିବା ପରେ ଦେଶ ବାସୀ ଗରମରୁ ତ୍ରାହି ପାଇବେ । ଦେଶର ବିଭିନ୍ନ ଅଞ୍ଚଳରେ ଗରମ ଅନୁଭୂତ ହେବ । ମୁମ୍ବାଇ, ବେଙ୍ଗାଲୁର ଓ ଦିଲ୍ଲୀରେ ସାଧାରଣ ତାପମାତ୍ରାଠାରୁ ଅଧିକ ତାପମାତ୍ରା ଅନୁଭୂତ ହେଲାଣି । ଓଡିଶାର ରାଜଧାନୀ ଭୁବନେଶ୍ୱର ସହ ବିଭିନ୍ନ ସ୍ଥାନରେ ଦିନ ବେଳେ ପ୍ରବଳ ଗରମ ଅନୁଭୂତ ହେଉଛି । ବୁଧବାରରେ ଭୁବନେଶ୍ୱରର ସର୍ବୋଚ୍ଚ ତାପମାତ୍ରା ୩୬.୮ ଡିଗ୍ରୀ ଥିଲା ।

ସାରା ଦେଶରେ  ସାଧାରଣ ତାପମାତ୍ରାଠାରୁ ଏକ ଡିଗ୍ରୀ ତାମମାତ୍ରା ଅଧିକ ରହିବ ବୋଲି ପାଣିପାଗ ବିଭାଗ ପୂର୍ବୁନମାନ କରିଛି ।

Hot this week

ବନ୍ଧୁକ ବେପାର ବେଳେ ଦୁଇ ବେପାରୀଙ୍କୁ ମାଡି ବସିଲା ଏସ୍‌ଟିଏଫ୍‌

ଭୁବନେଶ୍ୱର - ନୂଆବର୍ଷ ପୂର୍ବରୁ ଦୁଇ ବନ୍ଧୁକ ବେପାରୀଙ୍କୁ ଗିରଫ କରିଛି...

ଦରମା ଓ ଭତ୍ତା ବୃଦ୍ଧିକୁ ବିରୋଧ କଲେ : ବିଧାୟକ ଲକ୍ଷ୍ମଣ ମୁଣ୍ତା

ଭୁବନେଶ୍ୱର - ଗତ ମଙ୍ଗଳବାର ବିଧାନସଭା ଗୃହରେ ପାରିତ ହୋଇଥିବା ବିଧାୟକ...

୨୧୪ ରନ କଲେ ଜିତିବ ଭାରତ

ସମାଜଲାଇଭ ଡେସ୍କ: ୨ୟ ଟି-୨୦​‌ରେ ଭାରତକୁ ୨୧୪ ରନର ବିଜୟ ଲକ୍ଷ୍ୟ...

ନାଗରିକତା ପାଇଥିବା ସମସ୍ତଙ୍କୁ ମିଳିବ ସରକାରୀ ସୁବିଧା , ୩୫ ଜଣଙ୍କୁ ନାଗରିକତା ପ୍ରମାଣ ପତ୍ର

ଭୁବନେଶ୍ୱର :ଜନଗଣନା ନିର୍ଦ୍ଦେଶାଳୟ ଓଡ଼ିଶା ଓ ଗୃହ ମନ୍ତ୍ରାଳୟ ଭାରତ ସରକାରଙ୍କ...

Related Articles

Popular Categories