mission shakti banner

ଆରଡିପୀଠରେ ଜଗନ୍ନାଥଙ୍କ ମନ୍ଦିରରେ ଚତୁର୍ଦ୍ଧାମୂର୍ତ୍ତୀଙ୍କ ରାଜରାଜେଶ୍ୱର ବେଶ

bjd gruha runa banner

ଆରଡ଼ି : ଆରଡିପୀଠରେ ଥିବା ଜଗନ୍ନାଥଙ୍କ ମନ୍ଦିରରେ ରାହାସ ପୂର୍ଣ୍ଣିମା ନୀତି ବେଶ ଧୁମଧାମର ସହ ପାଳିତ ହୋଇଯାଇଛି। ପବିତ୍ର ଅଳାଁନବମୀ ଠାରୁ ପୂର୍ଣ୍ଣିମା ପର୍ଯ୍ୟନ୍ତ ଚାଲିଥିବା ଭାଗବତ ପାରାୟଣ ସମାପନ କରାଯିବା ସହିତ ୩ଦିନ ଧରି ନାମଯଜ୍ଞ ଅନୁଷ୍ଠିତ ହୋଇଯାଇଛି। ଏଥିସହ ମନ୍ଦିରେ ମଧ୍ୟରେ ପୂଜା ପାଉଥିବା ଚତୁର୍ଦ୍ଧାମୂର୍ତ୍ତୀଙ୍କୁ ରାଜରାଜେଶ୍ୱର ବେଶରେ ସଜ୍ଜିତ କରାଯାଇ ଭକ୍ତମାନଙ୍କ ଉଦେଶ୍ୟରେ ସାହଣ ମେଲା କରାଯାଇଥିଲା।

Comments are closed.