www.samajalive.in
Saturday, December 13, 2025
26.1 C
Bhubaneswar

ମହାନଦୀରେ ବୁଡ଼ିଲା ଡଙ୍ଗା; ଅଳ୍ପକେ ବର୍ତ୍ତିଲେ ୩ ମତ୍ସ୍ୟଜୀବୀ

ନନ୍ଦନକାନନ : କଟକ ମୁଣ୍ଡଳୀ ପୋଲ ନିକଟରେ ବୁଧବାର ମାଛ ଧରିବା ବେଳେ ଭାରସାମ୍ୟ ହରାଇ ଏକ ହୁଲି ଡଙ୍ଗା ବୁଡ଼ି ଯାଇଥିଲା। ମାତ୍ର ଡଙ୍ଗାରେ ଥିବା ୩ ଜଣ ମତ୍ସ୍ୟଜୀବୀ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ଡଙ୍ଗାରୁ ଡେଇଁ ପହଁରି ପହଁରି ଆସି ସେମାନେ କୂଳରେ ଲାଗିଥିଲେ। ଏହାପରେ ସ୍ଥାନୀୟ ମତ୍ସ୍ୟଜୀବୀ ୨ଟି ଡଙ୍ଗାରେ ଯାଇ ବୁଡ଼ି ଯାଇଥିବା ଡଙ୍ଗାକୁ ଉଦ୍ଧାର କରିଛନ୍ତି।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories