www.samajalive.in
Friday, December 12, 2025
16.1 C
Bhubaneswar

ବସରେ ସିଟ୍‍ ନମିଳିବାରୁ ଧାରଣାରେ ବସିଲେ ଅସୁସ୍ଥ ମହିଳା, ତାଙ୍କ ଭାଇ

ଭଦ୍ରକ : ଭଦ୍ରକର ଇଚ୍ଛାପୁର ଛକରେ ରବିବାର ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଜଣେ ଅସୁସ୍ଥ ମହିଳାଙ୍କୁ ବସରେ ସିଟ୍‍ ନମିଳିବାରୁ ଇଚ୍ଛାପୁର ଛକରେ ଉକ୍ତ ମହିଳା ଓ ତାଙ୍କ ଭାଇ ବସ ସମ୍ମୁଖରେ ଧାରଣାରେ ବସିଛନ୍ତି। ମିଳିଥିବା ସୂଚନା ଅନୁଯାୟୀ, ଅସୁସ୍ଥ ମହିଳା ବସରେ ଯିବା ସମୟରେ ତାଙ୍କୁ ସିଟ୍‍ ମିଳିନଥିଲା। ଫଳରେ ସେ ଓ ତାଙ୍କ ଭାଇ ବସରୁ ଓହ୍ଲାଇ ଧାରଣା ବସିବା କାରଣରୁ ଯାତାୟତରେ ବାଧା ସୃଷ୍ଟି ହେବା ସହ ଯାତ୍ରୀ ହନ୍ତସନ୍ତ ହୋଇଥିବା ଜଣାପଡ଼ିଛି।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories