www.samajalive.in
Thursday, December 11, 2025
18.1 C
Bhubaneswar

ମୋଦୀ-ଜିନପିଙ୍ଗ ଆଲୋଚନା; ସ୍ଥାନ ପାଇବ ବାଣିଜ୍ୟ, ଆତଙ୍କବାଦ ଓ ସୀମା ପ୍ରସଙ୍ଗ

ମାମଲାପୁରମ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ମଧ୍ୟରେ ଶନିବାର ପୂର୍ବାହ୍ନରେ ଦ୍ବିପାକ୍ଷିକ ଆଲୋଚନା ହେବ। ଜିନପିଙ୍ଗଙ୍କ ୨ଦିନିଆ ଗସ୍ତ କାଳରେ ମୋଦୀଙ୍କ ସହିତ ଏହା ୨ୟ ଅନୌପଚାରିକ ବୈଠକ ହେବ। ବୈଠକରେ ଦୁଇ ଦେଶ ମଧ୍ୟରେ ବାଣିଜ୍ୟ, ଆତଙ୍କବାଦ ଏବଂ ସୀମା ପ୍ରସଙ୍ଗ ସ୍ଥାନ ପାଇବ ବୋଲି ଆଶା କରାଯାଉଛି। ଆଲୋଚନା ପାଇଁ ଉଭୟ ନେତା ମାମଲାପୁରମରେ ପହଞ୍ଚିଛନ୍ତି। ମାମଲାପୁରମର ତାଜ କୋବ୍‌ ରିସର୍ଟରେ ଦୁଇନେତାଙ୍କ ମଧ୍ୟରେ ବୈଠକ ବସିବ। ଉଭୟ ନେତାଙ୍କ ପାଇଁ ମାମଲାପୁରମରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ବିଶେଷ କରି ତାଜ୍‌ କୋବ୍‌ ରିସର୍ଟର ସୁରକ୍ଷାକୁ ବଢ଼ାଇ ଦିଆଯାଇଛି।

Hot this week

୨୧୪ ରନ କଲେ ଜିତିବ ଭାରତ

ସମାଜଲାଇଭ ଡେସ୍କ: ୨ୟ ଟି-୨୦​‌ରେ ଭାରତକୁ ୨୧୪ ରନର ବିଜୟ ଲକ୍ଷ୍ୟ...

ନାଗରିକତା ପାଇଥିବା ସମସ୍ତଙ୍କୁ ମିଳିବ ସରକାରୀ ସୁବିଧା , ୩୫ ଜଣଙ୍କୁ ନାଗରିକତା ପ୍ରମାଣ ପତ୍ର

ଭୁବନେଶ୍ୱର :ଜନଗଣନା ନିର୍ଦ୍ଦେଶାଳୟ ଓଡ଼ିଶା ଓ ଗୃହ ମନ୍ତ୍ରାଳୟ ଭାରତ ସରକାରଙ୍କ...

ହତ୍ୟାପରେ ପଡୋଶୀଙ୍କ ରକ୍ତ ପିଇଥିଲେ ଏହି ମହିଳା- ୫୦ ବର୍ଷ କାରା ଦଣ୍ଡାଦେଶ

ନ୍ୟୁୟର୍କ- ଆମେରିକାର ଜଣେ ମହିଳା ତାଙ୍କ ପଡୋଶୀଙ୍କୁ ରାଗରେ ହତ୍ୟା କରିଥିଲେ...

୨୦ ବର୍ଷ ପରେ ନୂଆ ଜୀବନ ପାଇଲେ ବିଶ୍ଵଭୂଷଣ

ଭୁବନେଶ୍ୱର: ଯୁବ ଅବସ୍ଥାରେ ଅଣ୍ଟା ଭାଙ୍ଗିପଡ଼ିଥିଲା। ୮୦ ବର୍ଷର ବୃଦ୍ଧ ପରି...

ହାତୀ ଆକ୍ରମଣରେ ମହିଳାଙ୍କ ମୃତ୍ୟୁ

କଣ୍ଟାବାଞ୍ଜି: ବଲାଙ୍ଗୀର ଜିଲ୍ଲା ତୁରେକେଲା ଥାନା ବଡବାଙ୍କୀ ପଞ୍ଚାୟତ ସାନବାଙ୍କି ଗ୍ରାମରେ...

Related Articles

Popular Categories