ହୀରାକୁଦ ଜଳସ୍ତର ୬୩୦ ଫୁଟ ; ୨୦ଟି ଗେଟ୍ ଦେଇ ଜଳ ନିଷ୍କାସନ

ହୀରାକୁଦ : ହୀରାକୁଦ ଜଳଭାଣ୍ଡାରୁ ବର୍ତ୍ତମାନ ୨୦ଟି ଗେଟ୍ ଦେଇ ଜଳ ନିଷ୍କାସନ ହେଉଛି । ଜଳଭଣ୍ଡାରର ଜଳସ୍ତର ୬୩୦ଫୁଟ ରହିଛି । ଜଳଭଣ୍ଡାରକୁ ପ୍ରତି ସେକେଣ୍ଡରେ ୩ ଲକ୍ଷ ୪୫ ହଜାର ୩୮୬ କ୍ୟୁଶେକ ବନ୍ୟା ଜଳ ପ୍ରେବଶ କରୁଥିବାବେଳେ ସମାନ ପରିମାଣର ଜଳ ନିଷ୍କାସନ ହେଉଛି । ଆଗକୁ ଯଦି ଛତିଶଗଡ଼ରୁ ଅଧିକ ପାଣି ନ ଆସେ ହୀରାକୁଦ ଜଳଭାଣ୍ଡାରର ଅଧିକ ଗେଟ୍ ଖୋଲାଯିବାର ସମ୍ଭାବାନ ରହିଛି ।

kalyan agarbati

Comments are closed.