www.samajalive.in
Tuesday, December 9, 2025
15.1 C
Bhubaneswar

ସର୍ପାଘାତରେ ଜଣଙ୍କର ମୃତ୍ୟୁ

ଯାଜପୁର : ଯାଜପୁର  ଜିଲା କୋଟବସନ୍ତପୁର ଗ୍ରାମରେ ଶନିବାର ସାପ କାମୁଡାରେ ଜଣଙ୍କର ମୃତ୍ୟୁ ହେଇଛି । ମୃତକଙ୍କ ନାମ ଗଣେଷ ଚନ୍ଦ୍ର ସାହୁ ବୋଲି ଜଣାପଡିଛି ।

ସୁଚନା ଅନୁଯାୟୀ , ଗଣେଷ ଆଜି ସକାଳ ୭ଟାରେ ମହାଳୟା ପୂଜା ନିମିତ୍ତ କଦଳୀପତ୍ର କାଟିବା ପାଇଁ ପାଳକୁ ଯାଇଥିଲେ । କଦଳୀପତ୍ର କାଟୁଥିବା ଅବସ୍ଥାରେ ଏକ ବିଷଧର ସର୍ପ ତାଙ୍କ ମୁହଁକୁ ଆଘାତ କରିଥିଲା । ସଙ୍ଗେ ସଙ୍ଗେ ସେ ଘରକୁ ଫେରି ଆସିଥିଲେ । ଘରେ ପହଞ୍ଚିବା ପରେ ତାଙ୍କର ଚେତା ଶୁନ୍ୟ ହେଇ ଯାଇଥିଲା । ଘର ଲୋକେ ଦେଖି ସଙ୍ଗେ ସଙ୍ଗେ ଯାଜପୁର ମୁଖ୍ୟ ଚିକିତ୍ସାଳୟକୁ  ଆଣିଥିଲେ  ।  ସେଠାରେ ଡାକ୍ତରଙ୍କ ପ୍ରାଥମିକ ପରିକ୍ଷା ପରେ ତାଙ୍କୁ ମୃତ ଘେଷଣା କରାଯାଇଛି । ଖବର ପାଇ ଯାଜପୁର ଥାନା ପୁଲିସ ମୋଡ଼ିକାଲରେ ପହଞ୍ଚି ଶବକୁ ବ୍ୟବଛେଦ ପାଇଁ ପଠାଇଛି ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories