www.samajalive.in
Sunday, December 14, 2025
26.1 C
Bhubaneswar

ଖାଦ୍ୟପ୍ରେମୀଙ୍କ ପାଇଁ ନିଆରା ସ୍ଥାନ

ତାମିଲନାଡ଼ୁର ନାରିଆମଙ୍ଗଲମ ଆସିଲେ ଆପଣ ଭ୍ରମଣର ମଜା ସହ ଖାଦ୍ୟପେୟର ମଧ୍ୟ ଭରପୁର ମଜା ଉଠାଇପାରିବେ। ଏଠାକାର ଷ୍ଟ୍ରିଟ ଫୁଡ଼ ଖୁବ ପ୍ରସିଦ୍ଧ ଅଟେ।
ଇଟିଲି ଓ ଦୋସା ହେଉଛି ଦକ୍ଷିଣ ଭାରତର ଏକ ସ୍ୱତନ୍ତ୍ର ଖାଦ୍ୟ ଅଟେ। ଏଠାକାର ପ୍ରାୟ ପ୍ରତ୍ୟେକ ସ୍ଥାନରେ ଏହି ଖାଦ୍ୟ ମିଳିଥାଏ। ମାତ୍ର ଦକ୍ଷିଣ ଭାରତର ବିଭିନ୍ନ ସ୍ଥାନ ଛଡ଼ା ନାରିଆମଙ୍ଗଲମ ଏକ ସୌନ୍ଦର୍ଯ୍ୟମୟ ସ୍ଥାନ ଅଟେ। ନାରିଆମଙ୍ଗଲମର ସୁନ୍ଦରମୟ ସ୍ଥାନ ଭ୍ରମଣ କରିବା ସହ ଏଠାକାର ଖାଦ୍ୟପେୟ ମଧ୍ୟ ଖୁବ ପ୍ରସିଦ୍ଧ ଅଟେ।
କେରଳର କେତେକ ପ୍ରସିଦ୍ଧ ଖାଦ୍ୟର ମଜା ଏଠାରେ ମିଳିଥାଏ। ନାରିଆମଙ୍ଗଲମର ବଜାରରେ ଏପରି ବହୁ ଦୋକାନ ରହିଛି, ଯେଉଁଠାରେ ସ୍ୱତନ୍ତ୍ର ଓ ସ୍ୱାଦିଷ୍ଟ ଖାଦ୍ୟ ମିଳିଥାଏ। ସେହି ଖାଦ୍ୟ ମଧ୍ୟରେ ଦୋସା, କିଛି ସ୍ୱତନ୍ତ୍ର ବ୍ୟଞ୍ଜନ, ଚଟଣି, ଆଦି ମିଳିଥାଏ। ଅନ୍ୟ ସ୍ଥାନ ତୁଳନାରେ ଏଠାକାର ଖାଦ୍ୟଦ୍ରବ୍ୟ ବେଶ ସ୍ୱାଦିଷ୍ଟ ଅଟେ। ଖାଦ୍ୟ ପଦାର୍ଥ ମଧ୍ୟରେ ଏଠାରେ ଆମିଷ ବ୍ୟଞ୍ଜନର ସ୍ୱାଦ ମଧ୍ୟ ଭିନ୍ନ ଅଟେ। ଆମିଷ ବ୍ୟଞ୍ଜନମାନଙ୍କ ମଧ୍ୟରେ ବିଭିନ୍ନ ପ୍ରକାର ମାଛ ସହ ମାଂସର ମଧ୍ୟ ସୁସ୍ୱାଦୁ ବ୍ୟଞ୍ଜନ ମଧ୍ୟ ମିଳିଥାଏ।
ବିଭିନ୍ନ ପ୍ରକାରର ଖାଦ୍ୟ ସହ ଏଠାରେ କଫିରେ ଅଦା ପଡି଼ଥାଏ। ଯାହା କଫିର ସ୍ୱାଦକୁ ବଢାଇଥାଏ। ତେଣୁ ଲଙ୍କା ପକୁଡ଼ି ସହ ଅଦା କଫିର ବେଶ ଲୋକେ ମଜା ନେଇଥାଆନ୍ତି।

Hot this week

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

Related Articles

Popular Categories