www.samajalive.in
Saturday, December 13, 2025
14.1 C
Bhubaneswar

ଛାଡ଼ପତ୍ର ମାମଲା ଚାଲୁଥିବା ମହିଳାଙ୍କୁ ମିଳିବ ପେନସନ

ଭୁବନେଶ୍ୱର : ଛାଡ଼ପତ୍ର ମାମଲା ଚାଲୁଥିବା ମହିଳାଙ୍କୁ ଏଣିକି ପେନସନ ମିଳିବ । ମଧୁବାବୁ ପେନସନ ଯୋଜନା ଆଧାରରେ ମହିଳାଙ୍କୁ ଏହି ସୁବିଧା ଯୋଗାଇ ଦିଆଯିବ । ବାର୍ଷିକ ୪୦ ହଜାରରୁ କମ୍ ଆୟ ଥିବା ମହିଳାଙ୍କୁ ଏହି ଯୋଜନାର ଅର୍ନ୍ତଭୁକ୍ତ କରାଯିବ । ଏଥିପାଇଁ ମହିଳା ଜଣଙ୍କୁ ଛାଡ଼ପତ୍ର ମାମଲା ସମ୍ପର୍କିତ ସମସ୍ତ କାଗଜପତ୍ରର ପ୍ରମାଣ ଦେବାକୁ ପଡ଼ିବ । ଏହି ସମ୍ପର୍କରେ ରାଜ୍ୟସରକାର ଅଧିକ ତର୍ଜମା କରିବା ପରେ ଖୁବ୍ ଶୀଘ୍ର ନିଷ୍ପତ୍ତି ନେବେ ବୋଲି ଭିନ୍ନକ୍ଷମ ସଶକ୍ତିକରଣ ମନ୍ତ୍ରୀ ଆଶୋକ ଚନ୍ଦ୍ର ପଣ୍ଡା ଶନିବାର ସୂଚନା ଦେଇଛନ୍ତି ।

 

Hot this week

ଶୀତରେ ଥରୁଛି ସାରା ଓଡିଶା

ଭୁବନେଶ୍ଵର: ସାରା ରାଜ୍ୟରେ ଶୀତ ଲହରୀ ଜାରି ରହିଛି। ଉତ୍ତର-ପଶ୍ଚିମ ଦିଗରୁ...

ସରକାରଙ୍କ ଉପଲବ୍ଧିର ପ୍ରଚାର କରିବ ବିଜେପି ଯୁବ ମୋର୍ଚ୍ଚା: ଅଭିଳାଷ

ଖୁବ୍‌ଶୀଘ୍ର ୩୭ ଜିଲାରେ ସଭାପତି ଭୁବନେଶ୍ବର : ବିଜେପି ଯୁବମୋର୍ଚ୍ଚାର ରାଜ୍ୟ ସଭାପତି...

କଂଗ୍ରେସର ଆଭ୍ୟନ୍ତରୀଣ ରାଜନୀତି ସରଗରମ

ଏବେ କିଛି କହୁନାହିଁ, ସମୟ କହିବ: ଭକ୍ତ ଦିଲ୍ଲୀରେ ସମାଧାନ...

ଶୀତରେ ରୁମ୍‌ ହିଟର ଲଗାଉଛନ୍ତି କି? ପିଲାଙ୍କ କେତେ ସୁରକ୍ଷିତ ଜାଣନ୍ତୁ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ, କୋଠରୀକୁ ଉଷ୍ମ ରଖିବା ପାଇଁ...

ଗୁରୁ ପୃଷ୍ଟିଙ୍କ ମୃତ୍ୟୁ ଘଟଣା : ହତ୍ୟା ଅଭିଯୋଗ ଆଣିଲେ ମଉସା

ଧାମନଗର : ଯାତ୍ରା ଅଭିନେତା ଗୁରୁ ପୃଷ୍ଟିଙ୍କ ଦୁର୍ଘଟଣାଜନିତ ମୃତ୍ୟୁର ୬...

Related Articles

Popular Categories