www.samajalive.in
Friday, December 12, 2025
15.1 C
Bhubaneswar

ସକାଳ @୯ ମୁଖ୍ୟ ଖବର

(୧) କାନାଡ଼ାରେ ଭାରତୀୟଙ୍କ ପ୍ରତି ବଢ଼ୁଛି ଘୃଣାଭାବ… ଭାରତର ଛାତ୍ରଛାତ୍ରୀ ଓ ନାଗରିକଙ୍କୁ ସତର୍କ କରାଇଲେ କେନ୍ଦ୍ର ସରକାର… ଜାରି ହେଲା ଆଡଭାଇଜରି… କାର୍ଯ୍ୟାନୁଷ୍ଠାନ ପାଇଁ ଭାରତ ପକ୍ଷରୁ କାନାଡ଼ାକୁ ନିବେଦନ…

(୨) କିଏ ହେବେ କଂଗ୍ରେସ ଅଧ୍ୟକ୍ଷ… ପଦ ପାଇଁ ଆଜିଠୁ ନାମାଙ୍କନ ଭରିବେ ନେତା… ଅଶୋକ ଗେହଲଟ ଓ ଶଶି ତରୁରଙ୍କ ମଧ୍ୟରେ ହୋଇପାରେ ମୁଖ୍ୟ ପ୍ରତିଦ୍ୱନ୍ଦିତା… ଆସନ୍ତା ୧୭ ତାରିଖରେ ହେବ ନିର୍ବାଚନ… ସେପଟେ ରାଜସ୍ଥାନ ପରବର୍ତ୍ତୀ ମୁଖ୍ୟମନ୍ତ୍ରୀଙ୍କୁ ନେଇ ବଢ଼ିଲାଣି ସସପେନ୍ସ…

- Advertisement -

(୩) ପୁଣି ଲଘୁଚାପ ବର୍ଷାରେ ଭିଜିପାରେ ଓଡ଼ିଶା… ଉତ୍ତର ଓ ସଂଲଗ୍ନ କେନ୍ଦ୍ରୀୟ ବଙ୍ଗୋପସାଗର ଉପକୂଳରେ ସୃଷ୍ଟି ହୋଇପାରେ ଆଉ ଏକ ଘୂର୍ଣ୍ଣିବଳୟ… ଆସନ୍ତା ୨୭ ତାରିଖ ବେଳକୁ ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା… ଆଜି କେନ୍ଦୁଝର ଓ ମୟୂରଭଞ୍ଜରେ ଘଡ଼ଘଡ଼ି ସହ ବର୍ଷା ହେବାନେଇ ସୂଚନା ଦେଲା ପାଣିପାଗ କେନ୍ଦ୍ର…

ଚତୁର କୁଆର ଚତୁରାମି; ଦେଖନ୍ତୁ ମଜାଦାର ଭିଡିଓ

(୪) ଆଜି ଭୁବନେଶ୍ୱର କ୍ଲବର ସଭାପତି ନିର୍ବାଚନ… ଅସିତ୍‌ ତ୍ରିପାଠୀ ଓ ସତ୍ୟପ୍ରକାଶ ନନ୍ଦଙ୍କ ମଧ୍ୟରେ ହେବ କଡ଼ା ଟକ୍କର…. କିଏ ହେବେ ରାଜ୍ୟର ସବୁଠୁ ପ୍ରଭାବଶାଳୀ କ୍ଲବର ସଭାପତି ? ତାକୁ ନେଇ ରହିଛି ସମସ୍ତଙ୍କ ନଜର..

(୫) ଗଙ୍ଗା ନଦୀକୁ ନେଇ ସାମ୍ନାକୁ ଆସିଲା ବଡ଼ ତଥ୍ୟ… ସତର୍କ ବାଣୀ ଶୁଣାଇଲେ ବିଶେଷଜ୍ଞ… ଶୁଖି ଯାଇପାରେ ଗଙ୍ଗା ନଦୀ… ତରଳି ଚାଲିଛି ଗଙ୍ଗୋତ୍ରୀ ଗ୍ଲେସିୟର… ରିପୋର୍ଟ ପ୍ରକାଶ କଲା ଡେରାଡୁନ ଇନଷ୍ଟିଚ୍ୟୁଟ୍‌ ଜିଓଲୋଜି…

(୬) ଜାତିସଂଘରେ ପୁଣି ଉଠିଲା କାଶ୍ମୀର ପ୍ରସଙ୍ଗ… କାଶ୍ମୀର କଥା ଉଠାଇଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ … ଶେହବାଜ୍‌ କହିଲେ, ଭାରତ ସହ ଚାହୁଁଛୁ ଶାନ୍ତିର ସମ୍ପର୍କ… ପ୍ରଥମେ ହେଉ କାଶ୍ମୀର ବିବାଦର ସମାଧାନ… ସେପଟେ ଆତଙ୍କବାଦକୁ ନେଇ ପାକ୍‌ ସହ ଆଲୋଚନା କରୁନି ଭାରତ…

ବଞ୍ଚିଲା ଜୀବନ, ହାତୀ ଜଣାଇଲା ଧନ୍ୟବାଦ; ଦେଖନ୍ତୁ ଭିଡିଓ

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories