www.samajalive.in
Saturday, December 13, 2025
27.1 C
Bhubaneswar

ରାତି ୯ଟା ମୁଖ୍ୟ ସମ୍ବାଦ

– ଆଇଏନଏସ  ତଲୱାର୍‍ ୪୦ଟନ୍‍ ତରଳ ମେଡିକାଲ୍‍ ଅକ୍ସିଜେନ୍‍ ବାହାରିନରୁ ଆଣି କର୍ଣ୍ଣାଟକର ନ୍ୟୁ ମାଙ୍ଗାଲୋର ବନ୍ଦରରେ  ପହଞ୍ଚିଛି
– ସର୍ବାଧିକ କରୋନା ପ୍ରଭାବିତ ମହାରାଷ୍ଟ୍ର, ଦିଲ୍ଲୀ, ଉତ୍ତର ପ୍ରଦେଶ, ଛତିଶଗଡ଼ ଓ ତେଲେଙ୍ଗାନାରେ ସଂକ୍ରମଣ କମୁଛି
–କର୍ଣ୍ଣାଟକ, ପଶ୍ଚିମବଙ୍ଗ ଏବଂ ବିହାରରେ ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବା ସ୍ୱାସ୍ଥ୍ୟ ମନ୍ତ୍ରାଳୟର ସୂଚନା
–୧୨ଟି ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳରେ ୧ ଲକ୍ଷରୁ ଅଧିକ ସକ୍ରିୟ ସଂକ୍ରମିତ ରହିଛନ୍ତି
–୭ଟି ରାଜ୍ୟରେ ୫୦ ହଜାରରୁ ୧ଲକ୍ଷ ପର୍ୟ୍ୟନ୍ତ ସଂକ୍ରମିତ ଅଛନ୍ତି
–୧୭ଟି ରାଜ୍ୟରେ ୫୦ହଜାରରୁ କମ୍‍ ସଂକ୍ରମିତ ଅଛନ୍ତି
–ଆଇଡିବିଆଇ ବ୍ୟାଙ୍କ ଲିମିଟେଡରୁ ରଣନୈତିକ ପୁଞ୍ଜି ପ୍ରତ୍ୟାହାର ଏବଂ ପରିଚାଳନା ନିୟନ୍ତ୍ରଣ ହସ୍ତାନ୍ତରକୁ କ୍ୟାବିନେଟ ମଞ୍ଜୁରି
– ଭାରତ ସରକାର ଏ ପର୍ୟ୍ୟନ୍ତ ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକୁ ମାଗଣାରେ ୧୭.୦୨ କୋଟିରୁ ଅଧିକ ଟିକା ଡୋଜ ପ୍ରଦାନ କରିସାରିଲେଣି

– ଚଳିତ ଖରିଫ ଋତୁରେ କୃଷକଙ୍କୁ ସମବାୟ ସଂସ୍ଥା ମାଧ୍ୟମରେ ୯ ହଜାର କୋଟି ଟଙ୍କାର ସ୍ବଳ୍ପ ମିଆଦି ଫସଲ ଋଣ ଯୋଗାଇ ଦେବାକୁ ରାଜ୍ୟ ସରକାର ଲକ୍ଷ୍ୟ ଧାର୍ଯ୍ୟ କରିଛନ୍ତି
– ଆଜି ରାଜ୍ୟରେ ସୁସ୍ଥ ହେଲେ ୬,୧୭୬ କରୋନା ଆକ୍ରାନ୍ତ, ମୋଟ ସୁସ୍ଥ ସଂଖ୍ୟା ୪ ଲକ୍ଷ ୧୬ ହଜାର ୪୦୩
– ଚିଲିକା ଗଣ୍ଡକୁ ଶ୍ରୀରାମଙ୍କ ମୂର୍ତ୍ତି ବିସର୍ଜନ କରିବାକୁ ଯାଇ ଡଙ୍ଗାରୁ ଡେଇଁ ୩ ଗୁରୁତର, ଜଣେ ନିଖୋଜ
– କଟକ ଜିଲ୍ଲା ସାଲେପୁର ସବଜେଲରେ ୧୩ ଅନ୍ତେବାସୀ କରୋନା ପଜିଟିଭ ଚିହ୍ନଟ
– ଧରାପଡ଼ିଲା ଟୁଇନ ସିଟିରେ ଆତଙ୍କ ଖେଳାଇଥିବା କଟୁରୀ ଗ୍ୟାଙ୍ଗ, ୫ ଅପରାଧୀ ଗିରଫ – ପୁଲିସ କମିଶନରଙ୍କ ସୂଚନା
– ଖଲ୍ଲିକୋଟ ସ୍ୱୟଂଶାସିତ କଲେଜକୁ ମିଳିଲା ଏକକ ବିଶ୍ୱବିଦ୍ୟାଳୟ ମାନ୍ୟତା
– ତୃତୀୟ ଥର ପାଇଁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ମମତା ବାନାର୍ଜୀ
– ଦେଶରେ ଆଜି ୩ ଲକ୍ଷ ୮୨ ହଜାର ୩୧୫ ସଂକ୍ରମିତ ଚିହ୍ନଟ, ୩୭୮୦ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ
– ରାଜ୍ୟରେ ଆଜି ୯୮୮୯ କରୋନା ପଜିଟିଭ ଚିହ୍ନଟ, ୧୬ ଆକ୍ରାନ୍ତ ମୃତ
– ଆଜି ଭୁବନେଶ୍ୱରରୁ ୧୦୭୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ, ୫୯୯ ସୁସ୍ଥ
– ଭାରତ ଆସୁଛି ଆଉ ୩ଟି ରାଫେଲ ବିମାନ, ଆଜି ରାତିରେ ଜାମନଗର ବାୟୁସେନା ଘାଟିରେ ଓହ୍ଲାଇବ
– ବଲିଉଡ ଅଭିନେତ୍ରୀ ଦୀପିକା ପାଦୁକୋନ କୋଭିଡ-୧୯ ପଜିଟିଭ ଚିହ୍ନଟ

Hot this week

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

ସିମ୍ ବାଇଣ୍ଡିଂ କ’ଣ? ଯାହାକୁ ନେଇ ଚିନ୍ତାରେ…

ନୂଆଦିଲ୍ଲୀ : ଦୂରସଞ୍ଚାର ବିଭାଗ ହ୍ୱାଟ୍ସଆପ୍, ଟେଲିଗ୍ରାମ୍, ସିଗନାଲ୍ ଏବଂ ସ୍ନାପଚାଟ୍...

କ୍ଷମା ମାଗିଲେ ମମତା

ସମାଜ ଲାଇଭ ଡ଼େସ୍କ : ମେସିଙ୍କ ଗସ୍ତ ପରେ କଲକାତା ସଲ୍ଟ...

ଆଜି ଭୁବନେଶ୍ୱର ଆସୁଛନ୍ତି ଅକ୍ଷୟ କୁମାର

ଭୁବନେଶ୍ୱର :ବଲିଉଡର ଖିଲାଡୀ ଷ୍ଟାର ଅକ୍ଷୟ କୁମାର ଆଜି ଓଡ଼ିଶା ଆସୁଛନ୍ତି...

Related Articles

Popular Categories