ମାହାଙ୍ଗା ଡବଲ ମର୍ଡର ଘଟଣା.. ପ୍ରତାପ ଜେନାଙ୍କ ବିରୋଧରେ ଅପରାଧିକ ମାମଲା ରଦ୍ଦ..
ଇଭିଏମ ଟାମ୍ପରିଂ ଅଭିଯୋଗ ମାମଲା.. ସାରଦା ନାୟକଙ୍କୁ ହାଇକୋର୍ଟଙ୍କ ନୋଟିସ୍..
ବ୍ୟାଂକକରୁ ମଙ୍ଗଳବାର ଏକ ବଡ ଦୁଃଖଦ ଘଟଣା ସାମ୍ନାକୁ ଆସିଛି .. ଛାତ୍ରଛାତ୍ରୀ ଓ ଶିକ୍ଷକଙ୍କୁ ନେଇ ଯାଉଥିବା ବସ୍ରେ ନିଆଁ ଲାଗି ଯାଇ ୨୫ ଜୀବନ୍ତ ଦଗ୍ଧ..
ବୈତରଣୀରେ କୁମ୍ଭୀର.. ନଦୀକୂଳିଆ ଭୟଭୀତ.. ଆରଡ଼ି ନିକଟସ୍ଥ ବୋଡକ ଓ ସାଠିବାଙ୍କୁଡା ଗାଁ ଦେଇ ପ୍ରବାହିତ ହେଉଥିବା ବୈତରଣୀ ନଦୀରେ ଘୁରି ବୁଲୁଛି ୧୬/୧୭ଫୁଟ ଲମ୍ବର ଏକ ହିଂସ୍ର କୁମ୍ଭୀର..
ଓଡ଼ିଶାରେ ଦେଖାଗଲା ଧୂମକେତୁ..
ସୁପ୍ରିମକୋର୍ଟଙ୍କ ବଡ ରାୟ.. ସର୍ବସାଧାରଣ ସ୍ଥାନରେ ଧାର୍ମିକ ଅନୁଷ୍ଠାନ ଥିଲେ ଉଚ୍ଛେଦ ହେବ..
ଶ୍ରୀମନ୍ଦିରରେ ରୋଷେଇରେ ଲୁହା କଡେଇ ବ୍ୟବହାର ଘଟଣା.. ୩ ସୁପକାରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ.. ଜଣେ ପାଳିଆ ସେବକ ମହାପ୍ରଭୁଙ୍କ ସେବାପୂଜାରୁ ନିଲମ୍ବିତ..
କାନପୁର ଟେଷ୍ଟ ଜିିତିଲା ଭାରତ.. ୭ ଓ୍ବିକେଟରେ ୨ୟ ଟେଷ୍ଟ ଜିତିଲା ଭାରତ..
ଅକ୍ଟୋବର ୫ରେ ପିଏମ କିଷାନ୍ ଟଙ୍କା.. ମହାରାଷ୍ଟ୍ରରୁ ସିଧାସଳଖ ଚାଷୀଙ୍କ ଆକାଉଣ୍ଟକୁ ଟଙ୍କା ପଠାଇବେ ପ୍ରଧାନମନ୍ତ୍ରୀ ମୋଦୀ.. ୯ କୋଟି ୫୦ ଲକ୍ଷ ଚାଷୀଙ୍କ ଖାତାକୁ ଆସିବ ୧୮ତମ କିସ୍ତି..
ଗାନ୍ଧୀ ଜୟନ୍ତୀରେ ପ୍ରଧାନମନ୍ତ୍ରୀଙ୍କର ଆଉ ଏକ ଭେଟି : ଜନମନ ଯୋଜନାରେ ଓଡିଶାର ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ୧୪୭ କିମି ରାସ୍ତାର କରିବେ ଶିଳାନ୍ୟାସ..
ବଙ୍ଗୋପସାଗରରେ ପୁଣି ଏକ ଲଘୁଚାପ: ଆସନ୍ତା ୬ ତାରିଖରେ ସୃଷ୍ଟି ହେବ ଲଘୁଚାପ.. ପ୍ରଭାବରେ ୪ ତାରିଖରୁ ଆରମ୍ଭ ହେବ ବର୍ଷା.. ୧୦ ଯାଏଁ ବର୍ଷିବା ସମ୍ଭାବନା, ଆଜି ପାଇଁ ୯ ଜିଲ୍ଲାକୁ ବିଜୁଳି, ଘଡଘଡି ସହ ବର୍ଷା ନେଇ ସତର୍କତା..
ପୁରୀ ନରେନ୍ଦ୍ର ପୁଷ୍କରିଣୀରେ ବୁଡି ୨ ଯୁବକ ମୃତ..
ଥୁଆମୁଳ ରାମପୁର ବ୍ଲକ୍ କିଆପଦର୍ ସରକାରୀ ହାଇସ୍କୁଲ ଅନ୍ତର୍ଗତ କସ୍ତୁରବା ହଷ୍ଟେଲର ଛାତ୍ରୀମାନେ ଜିଲ୍ଲାପାଳଙ୍କୁ ଭେଟି ସମସ୍ୟା ଜଣାଇବାକୁ ୨୫ କିମି ଚାଲିଲେ ୬୦ ଛାତ୍ରୀ..
ଗ୍ରାହକଙ୍କୁ ଝଟକା : ମାସ ଆରମ୍ଭରୁ ପୁଣି ବଢ଼ିଲା କମର୍ସିଆଲ ଗ୍ୟାସ୍ ସିଲିଣ୍ଡର ଦର.. ୧୯ କେଜି ସିଲିଣ୍ଡର ଦର ୪୮ ଟଙ୍କା ୫୦ ପଇସା ବୃଦ୍ଧି..



