www.samajalive.in
Tuesday, December 9, 2025
15.1 C
Bhubaneswar

ଏହି ୭ଟି ଉପାୟ ୭ ଦିନରେ କରିବ ମାଲାମାଲ

ଆପଣ ଧନ ପ୍ରାପ୍ତି କରିବାକୁ ଚାହୁଁଛନ୍ତି କି? ଧନ ପ୍ରାପ୍ତିର ମାତ୍ର ୭ଟି ଉପାୟ ରହିଛି, ଯାହା ଆପଣଙ୍କୁ ମାତ୍ର ୭ ଦିନ ମଧ୍ୟରେ ମାଲାମାଲ ବା ଧନଶାଳୀ କରିପାରିବା । ତେବେ ଆସନ୍ତୁ ଜାଣିବା ଧନ ପ୍ରାପ୍ତିର ସେହି ୭ଟି ଉପାୟ ବିଷୟରେ…..

୧. ପ୍ରତି ଶନିବାର ଘରର ମୁଖ୍ୟ ଫାଟକ ନିକଟରେ ସୋରିଷ ତେଲରେ ଦୀପ ଜଳାନ୍ତୁ। ଦୀପ ଲିଭିଗଲା ପରେ ବଳକା ତେଲକୁ ଅଶ୍ୱତ୍ଥ ବୃକ୍ଷ ମୂଳରେ ଢାଳି ଦିଅନ୍ତୁ ।

- Advertisement -

୨. ପୂଜା କରିବା ସମୟରେ ଦୀପରେ ନାଲି ସୂତା ପକାଇ ରଖନ୍ତୁ। ଏହା ଦ୍ୱାରା ଲକ୍ଷ୍ମୀଙ୍କ ଆଗମନ ହୋଇଥାଏ।

୩. ମଙ୍ଗଳବାର ଦିନ ଏକ ପାତ୍ରରେ ଗୋବର ରଖି, ତା’ ଉପରେ ଝୁଣା ଜଳାନ୍ତୁ ଏବଂ ଏହି ଝୁଣା ଧୂଆଁକୁ ଘର ସାରା ବୁଲାନ୍ତୁ।

୪. ପ୍ରତିଦିନ ମା’ ଲକ୍ଷ୍ମୀଙ୍କ ସ୍ତୁତି ଜପ କରିବା ସହ ଧଳା ରଙ୍ଗର ମିଠା ଭୋଗ ଲଗାନ୍ତୁ।

୫. ଦରମାରୁ କିଛି ଟଙ୍କା ନେଇ ପୂଜା ଘରେ ରଖନ୍ତୁ। ଏହା ଦ୍ୱାରା ମା ଲକ୍ଷ୍ମୀ ପ୍ରସନ୍ନ ହେବା ସହ ଧନ ବର୍ଷା କରାଇଥାନ୍ତି।

୬. ପ୍ରତିଦିନ ଦୁଃଖୀ ଓ ଦରିଦ୍ରଙ୍କୁ ଦାନ ଦିଅନ୍ତୁ।

୭. ଘରର ଅଗଣାରେ ତୁଳସୀ ଗଛ ଅବଶ୍ୟ ଲଗାନ୍ତୁ। ଏହା ଦ୍ୱାରା ଘରେ ସୁଖ ସମୃଦ୍ଧି ବଢିଥାଏ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories