www.samajalive.in
Saturday, December 13, 2025
27.1 C
Bhubaneswar

୭ ଓପିଏସ ଅଧିକାରୀଙ୍କୁ ପଦୋନ୍ନତି

ସମାଜ ଡିଜିଟାଲ ଡେସ୍କ: ରାଜ୍ୟ ସରକାର ୭ ଓଡ଼ିଶା ପୁଲିସ ସେବା(ଓପିଏସ) ଅଧିକାରୀଙ୍କୁ ପଦୋନ୍ନତି ଦେଇଛନ୍ତି। ଏହି ଅଧିକାରୀମାନେ ଓଡ଼ିଶା ପୁଲିସର ବିଭିନ୍ନ ବିଭାଗରେ ଏସପି ଭାବେ କାର୍ଯ୍ୟରତ ଅଛନ୍ତି। ସେମାନଙ୍କୁ ବରିଷ୍ଠ ପ୍ରଶାସନିକ ଶ୍ରେଣୀ(ସୁପରିଅର ଆଡମିନିଷ୍ଟ୍ରେଟିଭ ଗ୍ରେଡ)କୁ ପଦୋନ୍ନତି ମିଳିଛି।

ଏହି ଅଧିକାରୀମାନେ ହେଲେ କଟକ ଏଚଆରପିସି ଏସପି ରାଜେନ୍ଦ୍ର କୁମାର ସେନାପତି, ଭିଜିଲାନ୍ସ ଏସପି ଦେବ ନାରାୟଣ ଦାସ, ଅନୁଗୁଳ ପିଟିସି ଏସପି ସୁଯାଗ୍ୟ କୁମାର ମିଶ୍ର, ପୁରୀ ଶ୍ରୀମନ୍ଦିର ପ୍ରଶାସକ(ନିରାପତ୍ତା) ଯତୀନ୍ଦ୍ର କୁମାର ପଣ୍ଡା, କୋରାପୁଟ ଅତିରିକ୍ତ ଏସପି ବିକ୍ରମ କେଶରୀ ଭୋଇ, ଭଞ୍ଜନଗର ଅତିରିକ୍ତ ଏସପି ପ୍ରଫୁଲ୍ଲ ଚନ୍ଦ୍ର ବଡ଼ଜେନା ଏବଂ ଗଞ୍ଜାମ ଅତିରିକ୍ତ ଏସପି ସଂଗ୍ରାମ କେଶରୀ ବେହେରା।

Hot this week

ବିଜେପିରେ ଦିଲ୍ଲୀରୁ ହୁଏ ନିଷ୍ପତ୍ତି; ମୋ ସହିତ ଆଦୌ ପରାମର୍ଶ କରାଯାଏନାହିଁ

ସମାଜ ଡିଜିଟାଲ ଡେସ୍କ: ପଞ୍ଜାବରେ ବିଜେପି ରାଜନୀତି ସରଗରମ । ପୂର୍ବତନ...

ମେସିଙ୍କୁ ଦେଖିବାକୁ ଷ୍ଟାଡିୟମରେ ହଙ୍ଗାମା

ସମାଜ ଲାଇଭ ଡ଼େସ୍କ : ମେସିଙ୍କୁ ଦେଖିବାକୁ କଲକାତା ସଲ୍ଟଲେକ ଷ୍ଟାଡିୟମରେ...

ଗୋପାଳପୁର କଲେଜରେ ସ୍ଥାପନ ହେବ ଫ୍ରାଟେରନିଟି ପାର୍କ

ବ୍ରହ୍ମପୁର/ଗୋପାଳପୁର: ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ସ୍ଥିତ ହୋଟେଲ ସି ସାଇଡ...

ବଦଳିପାରେ ମନରେଗା ଯୋଜନାର ନାମ

ସମାଜ ଲାଇଭ ଡ଼େସ୍କ : ଗ୍ରାମୀଣ ସ୍ତରରେ ଶ୍ରମିକ ମାନଙ୍କୁ ରୋଜଗାର...

ସଂସଦ ଆକ୍ରମଣକୁ ୨୪ବର୍ଷ ପୁରିଲା: ୪୫ମିନିଟ୍‌ ଧରି ହୋଇଥିଲା ଗୁଳିଚାଳନା

ନୂଆଦିଲ୍ଲୀ: ସଂସଦ ଉପରେ ଆକ୍ରମଣକୁ ଆଜି ପୂରିଲା ୨୪ ବର୍ଷ ।...

Related Articles

Popular Categories