www.samajalive.in
Saturday, December 6, 2025
26.1 C
Bhubaneswar

ସନ୍ଧ୍ୟା ୬ଟା ମୁଖ୍ୟ ଖବର

କଲେଜ ହଷ୍ଟେଲରୁ ଛାତ୍ରଙ୍କ ମୃତଦେହ ଉଦ୍ଧାର.. ଭୁଜବଳସ୍ଥିତ ଏକ ଇଞ୍ଜିନିୟରିଂ କଲେଜରୁ ଉଦ୍ଧାର.. ମୃତକ କୃଷି ବିଭାଗର ତୃତୀୟ ବର୍ଷ ଛାତ୍ର.. ଘର ସମ୍ବଲପୁର ଅଞ୍ଚଳରେ..

ଅନୁଗୁଳ: ଜଙ୍ଗଲରୁ ନାବାଳକର ଗଳିତ ମୃତଦେହ ଉଦ୍ଧାର ଘଟଣା.. ସମ୍ପୃକ୍ତି ଅଭିଯୋଗରେ ଗୋଟିଏ ପରିବାରର ମାଆ ଓ ୩ ପୁଅ ଗିରଫ.. ମଙ୍ଗଳାକୋଠିର ପୂଜାରାଣୀ ଓ ତାଙ୍କ ୩ ପୁଅଙ୍କୁ ଗିରଫ କଲା ପୁଲିସ.. ଗିରଫଦାରି ନେଇ ଅନୁଗୁଳ ଏସପି ସୁଧାଂଶୁ ଶେଖର ମିଶ୍ରଙ୍କ ସୂଚନା..

- Advertisement -

ଗଞ୍ଜାମ ବ୍ଲକ ସୁବଳୟା ସ୍ଥିତ ୧୬ ନମ୍ବର ଜାତୀୟ ରାଜପଥରେ ତୀର୍ଥଯାତ୍ରୀ ବସ୍ ଦୁର୍ଘଟଣାଗ୍ରସ୍ତ.. ଅଳ୍ପକେ ବର୍ତ୍ତିଲେ ୬୦ରୁ ଊର୍ଦ୍ଧ୍ବ ଯାତ୍ରୀ..

ପୁରୀ: ଗୁରୁକୃପା ଆଶ୍ରମରେ ବାବାଙ୍କୁ ବାବାଙ୍କ ଆକ୍ରମଣ ଘଟଣା.. ଏସସିବିରେ ଚିକିତ୍ସାଧୀନ ଅବସ୍ଥାରେ ଆଉ ଜଣେ ବାବାଙ୍କର ମୃତ୍ୟୁ..

ପୁଣି ବିବାଦରେ ଓଡିଶା ଷ୍ଟାଫ ସିଲେକସନ କମିଶନ.. ଆଜି ହେଉଥିବା ଯୁଏଲବି ଆକାଉଣ୍ଟାଣ୍ଟ ପରୀକ୍ଷା ପ୍ରଶ୍ନପତ୍ର ଲିକ୍ ହୋଇଥିବା ଅଭିଯୋଗ.. ଭଦ୍ରକ ସ୍ଵୟଂଶାସିତ ମହାବିଦ୍ୟାଳୟରେ ଉତ୍ତେଜନା..

ପୁଣି ଇତିହାସ ରଚିଲା ଇସ୍ରୋ.. ଶ୍ରୀହରିକୋଟା ମହାକାଶ କେନ୍ଦ୍ରରୁ ପିଏସଏଲଭି ସି୫୬ ରକେଟରେ ସିଙ୍ଗାପୁରର ୭ଟି ଉପଗ୍ରହର ହେଲା ସଫଳ ଉତକ୍ଷେପଣ..

ମଣିପୁର ହିଂସା.. ରାଜ୍ୟପାଳଙ୍କୁ ଭେଟିଲେ ୨୧ ଜଣ ବିରୋଧୀ ସାଂସଦ..

ଜୁନ୍‌ ୪ରୁ ୩୦ ଯାଏଁ ପୁରୁଷ ଟି୨୦ ବିଶ୍ୱକପ ୨୦୨୪.. ଭାଗ ନେବେ ୨୦ଟି ଦଳ, ୪ଟି ଗ୍ରୁପ୍‌.. ୨୭ ଦିନରେ ଖେଳାଯିବ ୫୫ଟି ମ୍ୟାଚ..

ବଙ୍ଗୋପସାଗରରେ ଲଘୁଚାପ ସକ୍ରିୟ.. ଆସନ୍ତା ୪ ଦିନ ଯାଏଁ ବର୍ଷା ସୂଚନା..

 

Hot this week

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

ଅପରାହ୍ନ ୨ଟା ମୁଖ୍ୟଖବର

() ରାଜଧାନୀରେ ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

ବିମାନ ଅଚଳାବସ୍ଥା: ଅପିଲ୍‌ କଲେ ସୋନୁ ସୁଦ୍‌

ନୂଆଦିଲ୍ଲୀ: ଗତ ୫ଦିନ ହେଲାଣି ଇଣ୍ଡିଗୋ ଏୟାରଲାଇନ୍ସରେ ଦେଖା ଦେଇଥିବା ଅଚଳାବସ୍ଥା...

Related Articles

Popular Categories