www.samajalive.in
Saturday, December 6, 2025
19.1 C
Bhubaneswar

ସନ୍ଧ୍ୟା ୬ଟା ମୁଖ୍ୟ ଖବର

କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଅଧିନ ମାଦିଲି ମୁହାଣରେ ମାଛ ଧରିବା ସମୟରେ ମଝି ସମୁଦ୍ରରେ ଓଲଟିଲା ଦେଶୀ ଡଙ୍ଗା.. ୧୨ ଜଣ ମତ୍ସ୍ୟଜୀବୀ ସୁରକ୍ଷିତ ଉଦ୍ଧାର..

ଭାରତୀୟ ନାଗରିକଙ୍କ ପାଇଁ ପରାମର୍ଶ ଜାରି କଲେ ଲଣ୍ଡନ ସ୍ଥିତ ଭାରତୀୟ ଉଚ୍ଚାୟୁକ୍ତ.. ବ୍ରିଟେନ ଯାତ୍ରା କରୁଥିବା ଭାରତୀୟଙ୍କୁ ଭ୍ରମଣ ସମୟରେ ସତର୍କ ରହିବାକୁ ପରାମର୍ଶ..

- Advertisement -

ଲାଲକୃଷ୍ଣ ଆଡଭାନୀ ପୁଣି ହସ୍ପିଟାଲରେ ଭର୍ତ୍ତି..

ଝାରସୁଗୁଡାରେ ଗ୍ୟାସ୍ ଲିକ୍.. ଜଣେ ଶ୍ରମିକ ମୃତ, ୫ ଜଣ ଅସୁସ୍ଥ..  ୫ ଅସୁସ୍ଥଙ୍କୁ ସ୍ଥାନୀୟ ଏକ ଘରୋଇ ମେଡିକାଲରେ ଭର୍ତ୍ତି କରାଯାଇଛି.. ମୃତକ ଜଣେ ଠିକା ଶ୍ରମିକ.. ଘଟଣାକୁ ନେଇ କାରଖାନାରେ ଉତ୍ତେଜନା..

ସେନା ଯବାନଙ୍କ ପାଇଁ ସ୍ବତନ୍ତ୍ର ଜୋତା ପ୍ରସ୍ତୁତ କଲା ଆଇଆଇଟି ଇନ୍ଦୋର.. ପ୍ରତି ପାଦରେ ହେବ ବିଦ୍ୟୁତ ଉତ୍ପନ୍ନ..

ମହାକାଶରେ ୫୦ ଦିନ.. ଦୃଷ୍ଟିଶକ୍ତି ସମସ୍ୟା ଭୋଗିପାରନ୍ତି ସୁନୀତା ୱିଲିୟମ୍ସ..

ନୟାଗଡ଼ ବିଧାୟକ ଅରୁଣ ସାହୁଙ୍କୁ ହାଇକୋର୍ଟଙ୍କ ନୋଟିସ..

ଅଲିମ୍ପିକ୍ସ ଜାଭେଲିନ୍‌ ଥ୍ରୋ ଫାଇନାଲରେ ନୀରଜ ଚୋପ୍ରା.. ପ୍ରଥମ ଥ୍ରୋରେ ୮୯.୩୪ ମିଟର ପକାଇଲେ ନୀରଜ..

ବଲାଙ୍ଗୀର ପାଇଁ ନୂଆଁଖାଇ ଲଗ୍ନ ଧାର୍ଯ୍ୟ.. ଭାଦ୍ରବ ଶୁକ୍ଳପକ୍ଷ ପଞ୍ଚମୀ ତିଥି ସେପ୍ଟେମ୍ବର ୮ତାରିଖ ସକାଳ ୯ଟା ୩୫ରୁ ୧୦ଟା ୭ଭିତରେ ନବାନ୍ନ ଲାଗି..

ଟ୍ରପ ଲାଇନ୍ ପ୍ରଭାବରେ ରାଜ୍ୟରେ ଆହୁରି ୩ଦିନ ବର୍ଷିବ.. ଆଜି ପ୍ରବଳ ବର୍ଷା ନେଇ ୧୭ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ.. ୧୯ ଜିଲ୍ଲାକୁ ପାଣିପାଗ ବିଭାଗର ସତର୍କ ସୂଚନା, ୮ରୁ କମିପାରେ ବର୍ଷାର ପରିମାଣ..

ଗଞ୍ଜାମର ଖଲ୍ଲିକୋଟରେ ଲୁଟ୍‌.. କଳାକନା ବୁଲାଇଲେ ଦୁର୍ବୃତ୍ତ.. ଲୁଟି ନେଲେ ୧୮ ଭରି ସୁନାରୁପା ଅଳଙ୍କାର..

ପୁଣି ଚିନ୍ତା ବଢାଇଲା ଆଳୁ.. କେଜି ଛୁଇଁଛି ୬୦, କଟକ, ଭୁବନେଶ୍ୱରରେ ଗୋଦାମରେ ଆଳୁ ସଙ୍କଟ..

ଦୈନିକ ଖବରକାଗଜ ‘ସମାଜ’ର ମୟୁରଭଞ୍ଜ ଜିଲ୍ଲାର ବଡ଼ସାହି ବ୍ଲକ ପ୍ରତିନିଧି ସରୋଜ ଦାସଙ୍କ ପରଲୋକ..

ନିମାପଡା ମୁଖ୍ୟ କେନାଲର ମୁରାରିପୁରରେ ୧୫ ଫୁଟର ଘାଇ.. ପ୍ରାୟ ୧୦ ଏକରରୁ ଅଧିକ ଚାଷ ଜମି ଜଳମଗ୍ନ , ବ୍ୟାପକ ଫସଲ ନଷ୍ଟ ହେବା ସମ୍ଭାବନା , ଚିନ୍ତାରେ ଚାଷୀ..

ଗିରଫ ହେଲେ କୋଟିପତି ଅତିରିକ୍ତ ମୁଖ୍ୟଯନ୍ତ୍ରୀ.. ଦୀର୍ଘ ଘଣ୍ଟା ଚଢାଉ ଓ ପଚରାଉଚରା ପରେ ଗିରଫ ହେଲେ ଓବିସିସି ଅତିରିକ୍ତ ମୁଖ୍ୟଯନ୍ତ୍ରୀ ପ୍ରଦୀପ ରଥ..

ପୋଲାଭରମ ଗସ୍ତରେ ଯିବେ ବିଜେଡି ଟିମ୍‌‌.. ଟିମ୍‌‌ ଗଠନ କଲେ ବିଜେଡି ସଭାପତି ନବୀନ ପଟ୍ଟନାୟକ..

Hot this week

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

କଟକସ୍ଥିତ ସମାଜ ମୁଖ୍ୟ କାର୍ଯ୍ୟାଳୟରେ ବାବୁଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

କଟକ: ଆଜି ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ...

‘ରାଧାନାଥ ରଥ ଥିଲେ ଅନନ୍ୟ ପ୍ରଜ୍ଞାଦୀପ୍ତ ପ୍ରତିଭା’

ଆଠଗଡ: ପଦ୍ମଭୂଷଣ ଡ.ରାଧାନାଥ ରଥ ଥିଲେ ଜଣେ ବିରଳ ବ୍ୟକ୍ତିତ୍ବ ଏବଂ...

Related Articles

Popular Categories