www.samajalive.in
Saturday, December 6, 2025
26.1 C
Bhubaneswar

ସନ୍ଧ୍ୟା ୬ଟା ମୁଖ୍ୟ ଖବର

ଖଣ୍ଡଗିରି ଛକରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା.. ଯୁବତୀଙ୍କ ଉପରେ ମାଡ଼ିଗଲା ବସ୍‌.. ରାସ୍ତା ପାର ହେଉଥିବା ବେଳେ ଘଟିଲା ଦୁର୍ଘଟଣା.. ବାଇକ ଧକ୍କା ହୋଇ ପଡ଼ିଯିବା ବେଳେ ମାଡ଼ିଗଲା ବସ୍‌..

କଂଗ୍ରେସ ଛାଡିଲେ ନିହାର ମହାନନ୍ଦ.. ବରଗଡ ଜିଲା ଅତାବିରାର ପୂର୍ବତନ ବିଧାୟକ ନିହାର ମହାନନ୍ଦ..

- Advertisement -

ଝିଆରୀ ବିବାହରେ ଯୋଗ ଦେବା ପାଇଁ ମନୀଷ ସିସୋଦିଆଙ୍କୁ ମିଳିଲା ୩ ଦିନିଆ ଜାମିନ..

ମହାରାଷ୍ଟ୍ର କଂଗ୍ରେସକୁ ବଡ଼ ଝଟ୍‌କା.. ଇସ୍ତଫା ଦେଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ଅଶୋକ ଚୌହାନ..

ବିହାରରେ ଆସ୍ଥା ଜିତିଲା ନୀତୀଶ ସରକାର.. ଏନଡିଏ ସରକାର ପକ୍ଷରେ ୧୨୯ ଭୋଟ୍..

ବିହାର ଫ୍ଲୋର ଟେଷ୍ଟ.. ପଦରୁ ହଟିଲେ ବିଧାନସଭା ବାଚସ୍ପତି ଅୱଧ ବିହାରୀ ଚୌଧୁରୀ..

ଦୂର ହେଲା ଦ୍ୱନ୍ଦ୍ୱ.. ଏପ୍ରିଲ ୧୪ ତାରିଖରେ ପାଳନ ହେବ ମହାବିଷୁବ ପଣା ସଂକ୍ରାନ୍ତି..

ରାଜଧାନୀରେ ୩୦୦ କେଜି ଗଞ୍ଜେଇ ଜବତ.. ୩ ଅଭିଯୁକ୍ତଙ୍କୁ ଧରିଲା ସ୍ପେଶାଲ କ୍ରାଇମବ୍ରଞ୍ଚ..

ସ୍ୱର୍ଗଦ୍ୱାରରେ ବିଶିଷ୍ଟ ସାହିତ୍ୟିକ ସାତକଡି ହୋତାଙ୍କ ଶେଷକୃତ୍ୟ ସମ୍ପନ୍ନ..

ଉମରକୋଟରୁ ଘର ଭିତରୁ ଯୁବକ ଯୁବତୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର..

ସୋମବାର ୫ ଜିଲ୍ଲାକୁ ଗଡିଲା ଲକ୍ଷ୍ମୀ ବସ୍.. ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ..

୧ଲକ୍ଷ ନିଯୁକ୍ତି ପତ୍ର ବାଣ୍ଟିଲେ ପ୍ରଧାନମନ୍ତ୍ରୀ.. ଦେଶର ୪୭ଟି ସ୍ଥାନରେ ରୋଜଗାର ମେଳା..

ସାମ୍ବାଦିକ ଜ୍ୟୋତିରଞ୍ଜନ ମହାପାତ୍ରଙ୍କୁ ଆକ୍ରମଣ ଘଟଣାରେ ୨ ଅଭିଯୁକ୍ତ ଗିରଫ..

ମଥୁରା ଥାନା ମହାବନ ଅଞ୍ଚଳରେ ଯମୁନା ଏକ୍ସପ୍ରେସୱେରେ ମର୍ମନ୍ତୁଦ ସଡକ ଦୁର୍ଘଟଣା.. ବସ୍‌‌-କାର୍‌‌ ଧକ୍କା,ଜୀଅନ୍ତା ଜଳିଗଲେ ୫ ଯାତ୍ରୀ, ବର୍ତ୍ତିଗଲେ ୫୦..

Hot this week

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

କଟକସ୍ଥିତ ସମାଜ ମୁଖ୍ୟ କାର୍ଯ୍ୟାଳୟରେ ବାବୁଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

କଟକ: ଆଜି ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ...

‘ରାଧାନାଥ ରଥ ଥିଲେ ଅନନ୍ୟ ପ୍ରଜ୍ଞାଦୀପ୍ତ ପ୍ରତିଭା’

ଆଠଗଡ: ପଦ୍ମଭୂଷଣ ଡ.ରାଧାନାଥ ରଥ ଥିଲେ ଜଣେ ବିରଳ ବ୍ୟକ୍ତିତ୍ବ ଏବଂ...

ମୋବାଇଲ ଟାୱାରରେ ଚଢି ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ

ସୋର: ସୋର ଥାନା ମୁବାରକପୁର ଗାଁରେ ଅଘଟଣ। ପାରିବାରିକ କଳହକୁ କେନ୍ଦ୍ର...

Related Articles

Popular Categories