www.samajalive.in
Thursday, December 11, 2025
18.1 C
Bhubaneswar

ସନ୍ଧ୍ୟା ୬ଟା ମୁଖ୍ୟ ଖବର

ସୁନ୍ଦରଗଡ଼: ଅଟୋକୁ ଧକ୍କା ଦେଲା ହାଇୱା, ୫ ମୃତ.. ସଦର ଥାନା ତେଲେନଡିହିରେ ଦୁର୍ଘଟଣା..

ମହାରାଷ୍ଟ୍ର ନାଗପୁରରେ ଏକ ସୌର ଶିଳ୍ପରେ ବିସ୍ଫୋରଣ.. ୯ ମୃତ..

- Advertisement -

ଦକ୍ଷିଣ ଆଫ୍ରିକା ବିପକ୍ଷରେ ୩ ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ଶୃଙ୍ଖଳାର ପ୍ରଥମ ମୁକାବିଲାରେ ଭାରତୀୟ ବୋଲରଙ୍କ ଦମ୍‌ଦାର ପ୍ରଦର୍ଶନ.. ୧୧୬ ରନ୍‌ରେ ଦକ୍ଷିଣ ଆଫ୍ରିକା ଅଲ୍‌ଆଉଟ୍‌..

ଶ୍ରୀକାନ୍ତ ତରେଇ ମାଧ୍ୟମିକ ଶିକ୍ଷା ପରିଷଦର ନୂଆ ସଭାପତି ନିଯୁକ୍ତ..

ପୂର୍ବତନ ମୁଖ୍ୟ ଶାସନ ସଚିବ ସୁଧାଂଶୁ ମୋହନ ପଟ୍ଟନାୟକଙ୍କ ୮୩ ବର୍ଷ ବୟସରେ ପରଲୋକ ସୂଚନା.. ସେ ରାଜ୍ୟ ମାନବାଧିକାର ଆୟୋଗର ପ୍ରଥମ ସଦସ୍ୟ ଥିଲେ..

ଆତଙ୍କବାଦୀ ବୁଖାରୀ ଘଟଣାରେ ତଦନ୍ତରେ ସହଯୋଗ କରିବ ଏନଆଇଏ..

ଛତିଶଗଡ଼ ସୁକୁମାରେ ସୁରକ୍ଷାକର୍ମୀ-ମାଓବାଦୀ ଗୁଳି ବିନିମୟ.. ଜଣେ ସିଆରପିଏଫ ଯବାନ ସହିଦ..

ଆଇସିୟୁରୁ ବାହାରକୁ ଆସିଲା ସମ୍ବଲପୁର ବୋରଓ୍ବେଲରୁ ଉଦ୍ଧାର ହୋଇଥିବା ଶିଶୁକନ୍ୟା.. ସ୍ୱାସ୍ଥ୍ୟାବସ୍ଥା ସ୍ଥିର..

୧୦ ଡିଗ୍ରୀ ତଳେ ରାଜ୍ୟର ୬ ସହର.. ଶିମିଳିପାଳର ୟୁବିକେ ଅଞ୍ଚଳରେ ତାପମାତ୍ରା ୧ ଡିଗ୍ରୀ.. ସୁନ୍ଦରଗଡ଼ କୋରେଇରେ ସର୍ବନିମ୍ନ ତାପମାତ୍ରା ୮.୩ ଡିଗ୍ରୀ..

ସାଲେପୁର ଜଗତପୁର ପୂର୍ବକଚ୍ଛ ଗାଁ ଚନ୍ଦନପୋଖରୀ ହୁଡ଼ାରୁ ପଞ୍ଚମ ଶ୍ରେଣୀରେ ପଢ଼ୁଥିବା ନାବାଳକର ଗଳାକଟା ମୃତଦେହ ଉଦ୍ଧାର.. କାଲି ରାତିରୁ ନିଖୋଜ ଥିଲା ନାବାଳକ..

ରାଉରକେଲା ସହରରେ ଝାଡ଼ାବାନ୍ତିରେ ମୃତ୍ୟୁସଂଖ୍ୟା ୫କୁ ବୃଦ୍ଧି.. ୧୧୬ ଜଣ ଆକ୍ରାନ୍ତ ଆରଜିଏଚ୍‌ରେ ଭର୍ତ୍ତି..

ପୁଣି ଚିନ୍ତା ବଢାଇଲା କରୋନା.. କେରଳରେ ଚିହ୍ନଟ ହେଲା କୋଭିଡ୍-୧୯ର ନୂଆ ସବ୍ ଭାରିଆଣ୍ଟ JN-1.. ୭୯ ବର୍ଷୀୟା ମହିଳାଙ୍କ ନମୁନା ପଜିଟିଭ୍‌..

Hot this week

୨୧୪ ରନ କଲେ ଜିତିବ ଭାରତ

ସମାଜଲାଇଭ ଡେସ୍କ: ୨ୟ ଟି-୨୦​‌ରେ ଭାରତକୁ ୨୧୪ ରନର ବିଜୟ ଲକ୍ଷ୍ୟ...

ନାଗରିକତା ପାଇଥିବା ସମସ୍ତଙ୍କୁ ମିଳିବ ସରକାରୀ ସୁବିଧା , ୩୫ ଜଣଙ୍କୁ ନାଗରିକତା ପ୍ରମାଣ ପତ୍ର

ଭୁବନେଶ୍ୱର :ଜନଗଣନା ନିର୍ଦ୍ଦେଶାଳୟ ଓଡ଼ିଶା ଓ ଗୃହ ମନ୍ତ୍ରାଳୟ ଭାରତ ସରକାରଙ୍କ...

ହତ୍ୟାପରେ ପଡୋଶୀଙ୍କ ରକ୍ତ ପିଇଥିଲେ ଏହି ମହିଳା- ୫୦ ବର୍ଷ କାରା ଦଣ୍ଡାଦେଶ

ନ୍ୟୁୟର୍କ- ଆମେରିକାର ଜଣେ ମହିଳା ତାଙ୍କ ପଡୋଶୀଙ୍କୁ ରାଗରେ ହତ୍ୟା କରିଥିଲେ...

୨୦ ବର୍ଷ ପରେ ନୂଆ ଜୀବନ ପାଇଲେ ବିଶ୍ଵଭୂଷଣ

ଭୁବନେଶ୍ୱର: ଯୁବ ଅବସ୍ଥାରେ ଅଣ୍ଟା ଭାଙ୍ଗିପଡ଼ିଥିଲା। ୮୦ ବର୍ଷର ବୃଦ୍ଧ ପରି...

ହାତୀ ଆକ୍ରମଣରେ ମହିଳାଙ୍କ ମୃତ୍ୟୁ

କଣ୍ଟାବାଞ୍ଜି: ବଲାଙ୍ଗୀର ଜିଲ୍ଲା ତୁରେକେଲା ଥାନା ବଡବାଙ୍କୀ ପଞ୍ଚାୟତ ସାନବାଙ୍କି ଗ୍ରାମରେ...

Related Articles

Popular Categories