www.samajalive.in
Wednesday, December 10, 2025
23.1 C
Bhubaneswar

ସନ୍ଧ୍ୟା ୬ଟା​‌ ମୁଖ୍ୟ ଖବର

ପଶ୍ଚିମବଙ୍ଗର ବର୍ଦ୍ଧମାନ ରେଳ ଷ୍ଟେସନ ପ୍ଲାଟଫର୍ମ ଉପରେ ଖସି ପଡିଲା ପାଣିଟାଙ୍କି.. ୩ ମୃତ, ଏକାଧିକ ଆହତ..

ବୋରୱେଲ୍ ଭିତରୁ ଶିଶୁ ଉଦ୍ଧାର ଘଟଣା.. ଜନ୍ମଦାତ୍ରୀକୁ ଖୋଜିବା ପାଇଁ ରେଙ୍ଗାଲି ପୁଲିସର ତନାଘନା..

- Advertisement -

ଲେଫ୍ରିପଡା ଥାନା ଅନ୍ତର୍ଗତ ବରହାଖାଇଠାରେ କାର ଓ ବାଇକ ମୁହାଁମୁହିଁ ଧକ୍କା.. ୨ ଜଣଙ୍କ ମୃତ୍ୟୁ..

ଫେବ୍ରୁଆରୀ ୨୦ରୁ ମାର୍ଚ୍ଚ ୪ ପର୍ଯ୍ୟନ୍ତ ମାଟ୍ରିକ ପରୀକ୍ଷା..

ଛତିଶଗଡ଼ରେ ନକ୍ସଲ ଆକ୍ରମଣ.. ଜଣେ ଯବାନ ଶହୀଦ, ୧ ଆହତ..

ବଢୁଛି ଶୀତ..୧୫ ଡିଗ୍ରୀ ତଳେ ୨୪ ସହରର ତାପମାତ୍ରା .. କେନ୍ଦୁଝର ସବୁଠାରୁ ଥଣ୍ଡା ସହର..

ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ବିଷ୍ଣୁଦେଓ ସାଏ..

ମଧ୍ୟ ପ୍ରଦେଶର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ମୋହନ ଯାଦବ..

୪ ବର୍ଷର ଶିଶୁକୁ କୁକୁର ଝୁଣି ମାରିବା ଘଟଣା ..୧୦ ଲକ୍ଷ ଗଣିବ ପୁରୀ ପୌରପାଳିକା..

ଭବାନୀପାଟଣା : ସ୍ଵାମୀର ଟାଙ୍ଗିଆ ଚୋଟରେ ସ୍ତ୍ରୀ ମୃତ..

ନୂଆଦିଲ୍ଲୀ : ଲୋକସଭାରେ ଦର୍ଶକ ଗ୍ୟାଲେରୀରୁ ଡେଇଁଲେ ୨ ଅଜ୍ଞାତ ଯୁବକ.. ଯୁବକଙ୍କୁ କାବୁ କରି ସୁରକ୍ଷାକର୍ମୀଙ୍କ ଜିମା ଦେଲେ ସାଂସଦ..

ରବି ଟକିଜ ଛକରେ ଗଣେଶ ମନ୍ଦିର ହୁଣ୍ଡି ଭାଙ୍ଗି ଚୋରି.. ଦୁଇ ଗିରଫ..

ଜଳେଶ୍ୱରରୁ ୩୦୦ ଗ୍ରାମର ଧଳାଜହର ଜବତ.. ଜବତ ଧଳାଜହରର ଆନୁମାନିକ ମୂଲ୍ୟ ୩୦ ଲକ୍ଷ ଟଙ୍କା..

Hot this week

ଆଉ ୨୪ ଘଣ୍ଟା ବଢିଲା ଇଣ୍ଟରନେଟ୍‌ କଟକଣା

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ଆଉ ୨୪ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା...

ଗଙ୍ଗୁଆ ନଳା ଉନ୍ନତି ପ୍ରକଳ୍ପ ଉପରେ ସମୀକ୍ଷା

ଭୁବନେଶ୍ୱର: ଖାରବେଳ ଭବନରେ ଗଙ୍ଗୁଆ ନଳା ଉନ୍ନତି ପ୍ରକଳ୍ପ ସମ୍ବନ୍ଧୀୟ ଏକ...

ଅନିଲ ଅମ୍ବାନୀଙ୍କ ପୁଅ ବିରୋଧରେ ମାମଲା

ନୂଆଦିଲ୍ଲୀ: ଏକ ବ୍ୟାଙ୍କ ଠକେଇ ମାମଲାରେ ସିବିଆଇ ପକ୍ଷରୁ ବିଶିଷ୍ଟ ଶିଳ୍ପପତି...

ଆସନ୍ତା ୧୩ ରୁ ସପ୍ତାହାନ୍ତରେ ଦିନ ସାରା ଖୋଲା ରହିବ ବିଡିଏ ପାର୍କ

ଭୁବନେଶ୍ୱର : ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ (ବିଡିଏ) ଏହାର ପାର୍କଗୁଡ଼ିକର ଖୋଲା...

ମାନବାଧିକାର : ଜୀବନର ଆବଶ୍ୟକତା

ମିଳିତ ଜାତିସଂଘ ଆନୁକୂଲ୍ୟରେ ୨୦୨୫ ମସିହାର ମାନବ ଅଧିକାର ଦିବସ (ଡିସେମ୍ବର...

Related Articles

Popular Categories