BJD Bijuli 480×75 Mob

ସନ୍ଧ୍ୟା ୭ଟା ମୁଖ୍ୟ ଖବର

BJD Bijuli 480×75 Mob

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସରକାରଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ କାଟ ଖାଇଲା.. ଅନାସ୍ଥା ପ୍ରସ୍ତାବରେ ପୁଣି ଜିତିଲା ମୋଦୀ ସରକାର.. ଅନାସ୍ଥାରେ ହାରିଲେ ବିରୋଧୀ.. ବାଚନିକ ଭୋଟରେ କାଟ ଖାଇଲା ବିରୋଧୀଙ୍କ ଅନାସ୍ଥା ପ୍ରସ୍ତାବ..

ବରିଷ୍ଠ ଶିକ୍ଷକ ପ୍ରଶିକ୍ଷକଙ୍କ ପଦୋନ୍ନତି ମାନଦଣ୍ଡରେ କୋହଳ.. ୧୦ ବର୍ଷ ପରିବର୍ତ୍ତେ ୫ବର୍ଷରେ ଅଧ୍ୟକ୍ଷ, ସହ-ନିର୍ଦ୍ଦେଶକ ବର୍ଗରେ ହେବେ ସାମିଲ..

ଅନାସ୍ଥା ପ୍ରସ୍ତାବ..ମଣିପୁର ସମସ୍ୟାର ଜନନୀ ହେଉଛି କଂଗ୍ରେସ, କିନ୍ତୁ ଖୁବଶୀଘ୍ର ସେଠାରେ ଶାନ୍ତିର ସୂର୍ୟ୍ୟୋଦୟ ହେବ- ମୋଦୀ..

ଅନାସ୍ଥା ପ୍ରସ୍ତାବ.. ମୋଦୀଙ୍କ ଭାଷଣକୁ ବିରୋଧ.. କକ୍ଷତ୍ୟାଗ କଲେ ‘ଇଣ୍ଡିଆ’ ସାଂସଦ..

ରାୟଗଡ଼ା ଜିଲା କଲ୍ୟାଣସିଂହପୁର ଓ ବିଷମକଟକ ବ୍ଲକ ସୀମାନ୍ତ ବୃନ୍ଦାବାଡିଠାରେ ଆମ୍ବୁଲାନ୍ସକୁ ଧକ୍କା ଦେଲା ମାଲବାହୀ ଟ୍ରେନ.. ଲୋକୋ ପାଇଲଟଙ୍କ ଉପସ୍ଥିତ ବୁଦ୍ଧି ଯୋଗୁ ଟଳିଳା ବଡ଼ ଦୁର୍ଘଟଣା..

ସିଂହମାନଙ୍କର ବାସସ୍ଥାନ ସୁରକ୍ଷା ଦିଗରେ କାର୍ଯ୍ୟ କରୁଥିବା ବ୍ୟକ୍ତିମାନଙ୍କୁ ମୋଦୀଙ୍କ ପ୍ରଶଂସା..

୧୦୦ ଦିନରେ ଜାତିଆଣ ହିଂସା.. କେବେ ମଣିପୁରରେ ଫେରିବ ଶାନ୍ତି..

ନିର୍ବାଚନ ଆୟୋଗ ଚୟନ ବିଧେୟକକୁ କଂଗ୍ରେସର ବିରୋଧ..

କଟକ ମହାନଗର ନିଗମ (ସିଏମସି)ର ପ୍ରଥମ ମେୟର ତଥା ବରିଷ୍ଠ ବିଜେପି ନେତ୍ରୀ ନିବେଦିତା ପ୍ରଧାନଙ୍କ ପରଲୋକ..

ରାଜ୍ୟର ଘରୋଇ ତଥା ଅଣ ଅନୁଦାନପ୍ରାପ୍ତ ଓଡିଆ ମାଧ୍ୟମ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବଡ ଘୋଷଣା.. ଏଣିକି ଘରୋଇ ଓଡିଆ ମାଧ୍ୟମ ସ୍କୁଲ ଛାତ୍ରଛାତ୍ରୀଙ୍କୁ ମିଳିବ ମାଗଣା ପାଠ୍ୟପୁସ୍ତକ..

କଟକ : ମହାନଦୀରେ ନରାଜ ନିକଟରେ ୨ ଛାତ୍ରଙ୍କ ନିଖୋଜ ଘଟଣା..

ବାଲିଅନ୍ତା ଥାନା ଅଞ୍ଚଳରେ ନଦୀରୁ ଜଣଙ୍କ ମୃତଦେହ ଉଦ୍ଧାର..

ନୂଆଦିଲ୍ଲୀ : ରାହୁଲ ଗାନ୍ଧୀଙ୍କ ବିବାଦୀୟ ଶବ୍ଦ ପ୍ରୟୋଗ ସଂସଦୀୟ ରେକର୍ଡରୁ ବାଦ.. ସଂସଦୀୟ ରେକର୍ଡରୁ ବାଦ ଦେବାକୁ ବାଚସ୍ପତି ଓମ୍‌‌ ବିର୍ଲାଙ୍କ ନିର୍ଦ୍ଦେଶ..

୬.୫ ପ୍ରତିଶତରେ ରେପୋ ରେଟ୍‌ ଅପରିବର୍ତ୍ତିତ ରଖିଲା ଭାରତୀୟ ରିଜର୍ଭ ବ୍ୟାଙ୍କ..

Comments are closed.