www.samajalive.in
Sunday, December 14, 2025
26.1 C
Bhubaneswar

ସନ୍ଧ୍ୟା ୬ଟା ମୁଖ୍ୟ ଖବର

କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ଏଚ ଡି କୁମାରସ୍ୱାମୀ ଡାକ୍ତରଖାନାରେ ଭର୍ତ୍ତି.. ସ୍ବାସ୍ଥ୍ୟାବସ୍ଥା ସ୍ଥିର..

ଭୁବନେଶ୍ୱରରେ ଜି-୨୦ ‘ଭବିଷ୍ୟତର କାର୍ୟ୍ୟଶୈଳୀ ଓ ଦକ୍ଷତା ପ୍ରଦର୍ଶନୀ’ ଉଦ୍‌ଘାଟିତ.. ଉଦଘାଟନ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ..

- Advertisement -

ବିଜେବି ମହାବିଦ୍ୟାଳୟରେ ଖେଳକୁ ନେଇ ଗଣ୍ଡଗୋଳ ଓ ମାରପିଟ ଘଟଣା.. ୪ ଅଣଛାତ୍ର ଗିରଫ..

ସୁନ୍ଦର ପିଚାଇଙ୍କୁ କ୍ଷତିପୂରଣ ୧୮୫୪ କୋଟି ଟଙ୍କା..

ବିଜ୍ଞାପନଦାତାଙ୍କୁ ଟଙ୍କା ମାଗିଲା ଟ୍ବିଟର୍‌..

ଶଙ୍ଖ ଭବନ ଉଦଘାଟନ କଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ..

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବରମୁଣ୍ଡା ନିକଟ ଓୟୁଏଟି ଫାର୍ମରେ ଅନୁକୂଳ କଲେ ଅଖିମୁଠି..

ପଞ୍ଜାବ ପୁଲିସ ଦ୍ୱାରା ପଳାତକ ଘୋଷିତ ଅମୃତପାଲ ସିଂ ଆତ୍ମ ସମର୍ପଣ କରିଥିବା ସୂଚନା.. ପଞ୍ଜାବର ମୋଗା ପୁଲିସ ଷ୍ଟେସନରେ କରିଛି ଆତ୍ମ ସମର୍ପଣ.. ଖଲିସ୍ଥାନୀ ସମର୍ଥକ ଅମୃତପାଲକୁ ମାର୍ଚ୍ଚ ୧୮ରୁ ପୁଲିସ ଖୋଜୁଥିଲା..

ସମ୍ବଲପୁରରେ ହଟିଲା କଟକଣା.. ଆଜି ସକାଳୁ ପୁଣି ଇଣ୍ଟରନେଟ ସେବା ସ୍ୱାଭାବିକ ହୋଇଥିବା ଜିଲ୍ଲାପାଳଙ୍କ ସୂଚନା.. ୧୦ ଦିନ ହେବ ବନ୍ଦ ଥିଲା ଇଣ୍ଟରନେଟ ସେବା..

ସମ୍ବଲପୁରର ୬ଟି ଥାନାରେ କର୍ଫ୍ୟୁ ବଳବତ୍ତର.. ରାତି ୮ରୁ ସକାଳ ୫ଟା ଯାଏ ନାଇଟ୍ କର୍ଫ୍ୟୁ.. ସକାଳ ୫ରୁ ରାତି ୮ଟା ଯାଏ କର୍ଫ୍ୟୁ କୋହଳ..

ଆସନ୍ତାକାଲି ରାଜ୍ୟ କ୍ୟାବିନେଟ୍ ବୈଠକ.. ୧୩ରୁ ଊର୍ଦ୍ଧ୍ବ ଗୁରୁତ୍ବପୂର୍ଣ୍ଣ ପ୍ରସ୍ତାବ ଉପରେ ହେବ ଆଲୋଚନା..

ଆଜି ଅକ୍ଷୟ ତୃତୀୟ, ଘୋଷଯାତ୍ରା ପାଇଁ ରଥକାଠ ଅନୁକୂଳ..

ଆଜିଠାରୁ ୨୧ ଦିନିଆ ବାହାର ଚନ୍ଦନ ଯାତ୍ରା ଆରମ୍ଭ..

ରାଜ୍ୟରେ ପଶ୍ଚିମା ଝଡ ସକ୍ରିୟ.. ଆସନ୍ତା ୨ ଦିନ ଯାଏ ପ୍ରବଳ ବର୍ଷା ସମ୍ଭାବନା..

ଲୋକସେବା ଭବନରେ ଖୋଲିଲା ମିଲେଟ୍ ଶକ୍ତି କାଫେ.. ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ..

ସୁଦାନରେ ଫସି ରହିଥିବା ଭାରତୀୟଙ୍କୁ ସୁରକ୍ଷିତ ଉଦ୍ଧାର କଲା ସାଉଦି ଆରବ.. ପ୍ରାୟ ୪୦୦୦ ଭାରତୀୟ ଅଟକି ରହିଥିବା ସୂଚନା..

 

Hot this week

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

ବର୍ଦ୍ଧିତ ଦରମା ନବୀନ ଫେରାଇବା ପ୍ରସଙ୍ଗ ; ନବୀନଙ୍କୁ କେଭି ଓ ଜୟଙ୍କ କଟାକ୍ଷ

ସମାଜ ଲାଇଭ ଡ଼େସ୍କ : ନବୀନ ବର୍ଦ୍ଧିତ ଦରମା ଫେରାଇବା ପ୍ରସଙ୍ଗରେ...

ସବ୍ୟସାଚୀ-ଅର୍ଚ୍ଚିତାଙ୍କ ଘରକୁ ଖବଶୀଘ୍ର ଆସିବେ କୁନି ଅତିଥି

ଭୁବନେଶ୍ୱର: ଓଲିଉଡର ଲୋକପ୍ରିୟ ଅଭିନେତା ସବ୍ୟସାଚୀ ମିଶ୍ରଙ୍କ ଘରେ ଏବେ ଖୁସିର...

Related Articles

Popular Categories