ଫେବୃଆରୀରୁ ରାଜ୍ୟରେ ଲାଗୁ ହେବ ଆୟୁଷ୍ମାନ ଭାରତ ଓ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା.. କହିଲେ ସ୍ଵାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ..
ମେଲ୍ବୋର୍ଣ୍ଣ ଟେଷ୍ଟରେ ହାରିଲା ଭାରତ.. ୧୮୪ ରନ୍ରେ ଜିତିଲା ଅଷ୍ଟ୍ରେଲିଆ..
ଜଗା ଦର୍ଶନବେଳେ ଅଚେତ୍ ହେଲେ ୪ ଭକ୍ତ.. ଦର୍ଶନ ସମୟରେ ପ୍ରବଳ ଭିଡ଼ ମଧ୍ୟରେ ଅଣନିଃଶ୍ଵାସୀ ହୋଇ ଅଚେତ ହେଲେ ୪ଜଣ ଭକ୍ତ.. ପୁରୀ ମେଡିକାଲରେ ଭର୍ତ୍ତି..
ଦିନିକିଆ ଗଞ୍ଜାମ ଗସ୍ତରେ ଯାଇ ଅଦିନିଆ ବର୍ଷା ଯୋଗୁଁଁ ହୋଇଥିବା ଫସଲ କ୍ଷୟକ୍ଷତିର ସମୀକ୍ଷା କଲେ ହିଞ୍ଜିଳି ବିଧାୟକ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ.. ଚାଷୀଙ୍କୁ ଭେଟିଲେ.. ଦୃଢ଼ ଦାବି ଉପସ୍ଥାପନ ପାଇଁ ପ୍ରତିଶ୍ରୁତି ଦେଲେ..
ଭୁବନେଶ୍ଵରରେ ହଷ୍ଟେଲରୁ ଯୁବତୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର.. ପଟିଆ ଆଦର୍ଶ ବିହାର ଲେନ୍-୨ସ୍ଥିତ ହଷ୍ଟେଲରୁ ଉଦ୍ଧାର.. ମୃତ ଯୁବତୀ କେନ୍ଦ୍ରାପଡ଼ାର ସୂଚନା.. ହତ୍ୟା ଅଭିଯୋଗ ଆଣିଲା ପରିବାର..
୨୦୨୫ରେ ମହିଳାଙ୍କୁ ୩ ଥର ମିଳିବ ସୁଭଦ୍ରା ଟଙ୍କା.. ଚତୁର୍ଥ ପର୍ଯ୍ୟାୟ ସହ ମାର୍ଚ୍ଚ ୮ ତାରିଖ ଏବଂ ରକ୍ଷା ବନ୍ଧନରେ ମିଳିବ ସୁଭଦ୍ରା ଟଙ୍କା.. କହିଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା..



