www.samajalive.in
Saturday, December 6, 2025
26.1 C
Bhubaneswar

ପୁଣି ବଢିଲା ସୁନା ଦାମ୍‌; ଜାଣନ୍ତୁ କେତେ ..

ନୂଆଦିଲ୍ଲୀ : ସୁନା କିଣିବା ପାଇଁ ଚିନ୍ତା କରିବା ସମୟରେ ଏହାର ବୃଦ୍ଧି ପାଉଥିବା ମୂଲ୍ୟ ଅଧିକାଂଶଙ୍କ ମୁଣ୍ଡ ବିନ୍ଧାର କାରଣ ପାଲଟୁଛି। ତେବେ ଗତ କିଛି ଦିନ ପୂର୍ବରୁ ସୁନା ଦାମ୍‌ କମ୍‌ ହୋଇଥିଲେ ମଧ୍ୟ ପୁଣି ଏହାର ଦାମ୍‌ ବୃଦ୍ଧି ପାଇଛି ।

ରିପୋର୍ଟ ଅନୁସାରେ ଗୁରୁବାର ୨ ଜାନୁଆରୀରେ ରାଜଧାନୀ ଭୁବନେଶ୍ୱରରେ ୨୨ କ୍ୟାରେଟ୍‌ ସୁନା ଦାମ୍‌ ୧୦ ଗ୍ରାମ୍‌ ପ୍ରତି ୭୧,୮୦୦ ଟଙ୍କା ରହିଛି । ଏହା ବୁଧବାର ଅର୍ଥାତ୍‌ ୧ ଜାନୁଆରୀରେ ୭୧,୫୦୦ ଟଙ୍କା ଥିଲା । ଅର୍ଥାତ୍‌ ୩୦୦ ଟଙ୍କା ବୃଦ୍ଧି ପାଇଛି।
୨୪ କ୍ୟାରେଟ୍‌ ସୁନା ଦାମ୍‌ ଆଜି ୧୦ ଗ୍ରାମ୍‌ ପ୍ରତି ୭୮,୩୩୦ ଟଙ୍କା ଥିବା ବେଳେ ଗତକାଲି ଏହା ୭୮,୦୦୦ ଟଙ୍କା ଥିଲା । ଅର୍ଥାତ୍‌ ଏହା ୩୩୦ ଟଙ୍କା ବୃଦ୍ଧି ହୋଇଛି ।

- Advertisement -

ସେହିପରି ୧୮ କ୍ୟାରେଟ୍‌ ସୁନା ଦାମ୍‌ ୧୦ ଗ୍ରାମ୍‌ ପ୍ରତି ୫୮,୭୫୦ ଟଙ୍କା ରହିଛି । ଗତକାଲି ଏହା ୫୮,୫୦୦ ରହିଛି । ଏଥିରେ ୨୫୦ ଟଙ୍କା ବୃଦ୍ଧି ପାଇଛି।

ରାଜଧାନୀ ଦିଲ୍ଲୀରେ ୨୨ କ୍ୟାରେଟ୍‌ ସୁନା ଦାମ୍‌ ୧୦ ଗ୍ରାମ୍‌ ପ୍ରତି ୭୧,୯୫୦ ଟଙ୍କା ରହିଛି। ଗତକାଲି ଏହା ୭୧,୬୫୦ ଟଙ୍କା ଥିଲା।

୨୪ କ୍ୟାରେଟ୍‌ ସୁନା ଦାମ୍‌ ୧୦ ଗ୍ରାମ୍‌ ପ୍ରତି ୭୮,୪୮୦ ଟଙ୍କା ଥିବା ବେଳେ ଗତକାଲି ଏହା ୭୮,୧୫୦ ଟଙ୍କା ଥିଲା।

ସେହିପରି ୧୮ କ୍ୟାରେଟ୍‌ ସୁନା ଦାମ୍‌ ୧୦ ଗ୍ରାମ୍‌ ପ୍ରତି ୫୮,୮୭୦ ଟଙ୍କା ରହିଛି। ଗତକାଲି ଏହା ୫୮,୬୨୦ ଟଙ୍କା ଥିଲା।

ନୂଆବର୍ଷ ୨୦୨୫ : ରାହୁ କରିବେ ଚଳନ, ଜାଣନ୍ତୁ ୧୨ ରାଶି ଉପରେ ପଡିବ କି ପ୍ରଭାବ..

ରାଜଧାନୀରେ ବୀଭତ୍ସ ହତ୍ୟା; ରେଳ ଧାରଣାରେ ପଡିଛି କ୍ଷତାକ୍ତ ମୃତଦେହ

Hot this week

ମନଇଚ୍ଛା ବିମାନ ଟିକେଟ ବୃଦ୍ଧି ଉପରେ ବ୍ରେକ ଲଗାଇଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ସଙ୍କଟ ଯୋଗୁ ଅନେକ କମ୍ପାନୀ ହଠାତ୍‌...

ଭାରତକୁ ୨୭୧ ରନର ଟାର୍ଗେଟ ଦେଲା ଦକ୍ଷିଣଆଫ୍ରିକା

ସମାଜଲାଇଭ ଡେସ୍କ: ଅନ୍ତିମ ଦିନିକିଆରେ ଭାରତକୁ ୨୭୧ ରନର ଟାର୍ଗେଟ ଦେଇଛି...

ବିଜେପିରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ

ଭୁବନେଶ୍ଵର: ବିଜେଡିକୁ ଶକ୍ତ ଝଟ୍‌କା ଲାଗିଛି। ପୂର୍ବତନ ମନ୍ତ୍ରୀ ତଥା ବିଜେଡି...

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

ଯାତ୍ରୀଙ୍କୁ ଟଙ୍କା ଫେରାଇବ ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ସମସ୍ତ ଯାତ୍ରୀଙ୍କୁ ଟିକେଟ ବାବଦ ଟଙ୍କା ଫେରସ୍ତ କରିବ...

Related Articles

Popular Categories