ରାଜଧାନୀରେ ବୀଭତ୍ସ ହତ୍ୟା; ରେଳ ଧାରଣାରେ ପଡିଛି କ୍ଷତାକ୍ତ ମୃତଦେହ

ଭୁବନେଶ୍ୱର : ରାଜଧାନୀ ଭୁବନେଶ୍ୱରରେ ଜଣେ ଯୁବକଙ୍କୁ ବୀଭତ୍ସ ଭାବେ ହତ୍ୟା କରାଯାଇଥିବା ଏକ ଘଟଣା ଗୁରୁବାର ସାମ୍ନାକୁ ଆସିବା ସହ ହଇଚଇ ସୃଷ୍ଟି କରିଛି । ଖଣ୍ଡାରେ ହାଣି ଯୁବକଙ୍କୁ ହତ୍ୟା କରାଯାଇଛି । ପୁନମା ଗେଟ୍‌ ନିକଟ ରେଳ ଧାରଣାରେ ଯୁବକଙ୍କ କ୍ଷତାକ୍ତ ମୃତଦେହ ପଡିଥିବା ବେଳେ ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ତଦନ୍ତ ଆରମ୍ଭ କରିଛି । ଯୁବକଙ୍କ ପରିଚୟ ଅସ୍ପଷ୍ଟ ରହିଥିବା ବେଳେ ତାଙ୍କ ପିଠି … Continue reading ରାଜଧାନୀରେ ବୀଭତ୍ସ ହତ୍ୟା; ରେଳ ଧାରଣାରେ ପଡିଛି କ୍ଷତାକ୍ତ ମୃତଦେହ