ପୁରୀ : ଶ୍ରୀମନ୍ଦିର ପତିତପାବନବାନା ଉପରେ ବସିଲା ଚିଲ..
ସେମିକନ୍ ଇଣ୍ଡିଆ ୨୦୨୫’ର ଉଦଘାଟନ କଲେ ପ୍ରଧାନମନ୍ତ୍ରୀ ମୋଦୀ..
ଲଘୁଚାପ ପ୍ରଭାବରେ ସାରା ରାଜ୍ୟରେ ବର୍ଷା ଲାଗିରହିଛି, କାଲି ପର୍ଯ୍ୟନ୍ତ ୪ ଜିଲ୍ଲାକୁ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ରେଡ୍ ଆଲର୍ଟ ଜାରି, ଦେବଗଡ, ସମ୍ବଲପୁର , ସୁନ୍ଦରଗଡ ଏବଂ ଝାରସୁଗୁଡା ଜିଲ୍ଲା। ସେହିପରି ପୁରୀ, ଖୋର୍ଦ୍ଧା, କେନ୍ଦୁଝର ଏବଂ ଢେଙ୍କାନାଳ, ଅନୁଗୁଳ, କଟକ, କୋରାପୁଟ ଏବଂ ନବରଙ୍ଗପୁର ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ..
୫୦ ବର୍ଷ ପରେ ତ୍ରିଗ୍ରହୀ ପୁଣି ଚର୍ତୁଗ୍ରହୀ ଯୋଗ: ଏହି ରାଶିଙ୍କ ଉପରେ ଧନ ବର୍ଷା କରିବେ ମା’ଲକ୍ଷ୍ମୀ..
ସମ୍ବଲପୁର : ହୀରାକୁଦ ଡ୍ୟାମ୍ର ଖୋଲିଲା ୨ଟି ଗେଟ୍, ଡ୍ୟାମ୍ର ଜଳସ୍ତର ବୃଦ୍ଧି ପାଉଥିବାରୁ ଖୋଲିଲା ୨ଟି ଗେଟ୍..
ଗାଳି ରାଜନୀତିକୁ କଡା ଭର୍ତ୍ସନା କଲେ ପ୍ରଧାନମନ୍ତ୍ରୀ ମୋଦୀ, କହିଲେ କେବଳ ମୋ ମାଆ ନୁହେଁ, କଂଗ୍ରେସ ପ୍ରତ୍ୟେକ ମାଆକୁ ଗାଳି ଦେଇଛି, ସ୍ୱର୍ଗବାସୀ ମାଆକୁ ରାଜନୀତିକୁ ଟାଣି କଷ୍ଟ ଦେଇଛନ୍ତି..
BRSରୁ କେ କବିତା ନିଲମ୍ବିତ, ଦଳ ବିରୋଧୀ କାର୍ଯ୍ୟ ପାଇଁ କାର୍ଯ୍ୟାନୁଷ୍ଠାନ, ଦଳରୁ ନିଲମ୍ବିତ କଲେ ସଭାପତି କେ.ଚନ୍ଦ୍ରଶେଖର ରାଓ..
ରାୟଗଡା : ପୁଲିସ ଭୟ ଦେଖାଇ ଲୁଟି ବନ୍ଧା ହେଲେ ୩ ହୋମଗାର୍ଡ..
ଭୁବନେଶ୍ୱର : ୪ କୋଟି ଟଙ୍କା ହେରଫେର୍, ନିଲମ୍ବିତ ତହସିଲଦାର ମଧୁସ୍ମିତା ସିଂ ଗିରଫ..



